Masthead

ଦରକାର ନାହିଁ ଡବଲ ଇଞ୍ଜିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନବୀନଙ୍କ ଟାର୍ଗେଟରେ ବିରୋଧୀ। କହିଲେ ଦରକାର ନାହିଁ ଡବଲ ଇଞ୍ଜିନ । ଅଛି ଲୋକଙ୍କ ସରକାର । ଶଙ୍ଖ ଭବନରେ ଝାରସୁଗୁଡା ଉପ ନିର୍ବାଚନର ବିଜୟ ଉତ୍ସବ ପାଳନ ବେଳେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏ ବିଜୟ ଝାରସୁଗୁଡାବାସୀଙ୍କର ଏବଂ ମହିଳାଙ୍କର । ଝାରସୁଗୁଡା ବିକାଶ ପାଇଁ ବିଜେଡି ଉଦ୍ୟମ ଜୋରଦାର କରିବ । ନବ ବାବୁଙ୍କ ବିକାଶ କାର୍ୟ୍ୟ ଆହୁରି ଆଗକୁ ନିଆଯିବ । ବିରୋଧୀ ଦଳ ମାଆମାନଙ୍କୁ ଅସମ୍ମାନ କରିଥିଲେ । ବାପାଙ୍କୁ ହରାଇ ଥିବା ଝିଅଙ୍କୁ ଗାଳି କରିଛନ୍ତି ବିରୋଧୀ । ପ୍ରତ୍ୟେକ ଉପ ନିର୍ବାଚନରେ ମିଶନ ଶକ୍ତିର ନେତ୍ରୀ ଓ ମାଆମାନଙ୍କୁ କ୍ରିଟିସାଇଜ କରୁଛନ୍ତି ବିରୋଧୀ । ମାଆମାନଙ୍କ ପ୍ରତି ଏଭଳି ମନ୍ତବ୍ୟକୁ କେବେ ବରଦାସ୍ତ କରିନାହାନ୍ତି ଓଡ଼ିଶାର ମହିଳାମାନେ । ବିରୋଧୀ ଦଳ ମାଆମାନଙ୍କ ବିକାଶକୁ ବିରୋଧୀ କରିଆସିଛନ୍ତି । ସେଥିପାଇଁ ଓଡ଼ିଶାବାସୀ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସମସ୍ତେ ମିଳିମିଶି ଓଡ଼ିଶା ପାଇଁ କାମ କରିବା ବୋଲି ବିଜେଡି ସୁପ୍ରିମୋ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ