Masthead

ଦେବୀ ମିଶ୍ର ଙ୍କ ଘରେ ସିବିଆଇ ର ଚଢ଼ାଉ ।

ଭୁବନେଶ୍ୱର ବ୍ୟୁରୋ ।

ଭୁବନେଶ୍ୱର ୟୁନିଟ୍- ୧ ରେ ଥିବା ବିଜେଡ଼ି ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ସରକାରୀ ବାସ ଭବନ ରେ ଶୁକ୍ରବାର ସିବିଆଇ ଚଢ଼ାଉ କରିଛି। ଚିଟ୍ ଫଣ୍ଡ ସଂସ୍ଥା ସିସୋର ର ମହାନଦୀ ପର୍ଯ୍ୟଟନ ପ୍ରକଳ୍ପ ସମ୍ପର୍କ ରେ ସିବିଆଇ , ବିଧାୟକ ଶ୍ରୀ ମିଶ୍ର ଙ୍କୁ ଦୀର୍ଘ ୧ ଘଣ୍ଟା ଧରି ପଚରାଉଚରା କରିଥିଲା। ତାଙ୍କ ଘରୁ ସିବିଆଇ ଟିମ୍ କିଛି ଗୁରୁତ୍ବ ପୂର୍ଣ୍ଣ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି।
ବିଧାୟକ ଶ୍ରୀ ମିଶ୍ର ଙ୍କ ପୈତୃକ ଗ୍ରାମ କଟିକଟ। ସ୍ଥିତ ବାସ ଭବନ ରେ ସିବିଆଇ ଟିମ୍ ଚଢାଉ କରିଥିଲା। ବଡ଼ମ୍ବା – ନରସିଂହପୁର ବିଧାୟକ ଶ୍ରୀ ମିଶ୍ର ପ୍ରତିକ୍ରୟାରେ କହିଛନ୍ତି ସିବିଆଇ ଟିମ୍ ରେଡ୍ କରିନାହିଁ, ସିସୋର ପ୍ରକଳ୍ପ ସମ୍ପର୍କ ରେ ପଚରାଉଚରା କରିଛି। ସିବିଆଇ ଟିମ୍ କିଛି ଦସ୍ତାବିଜ୍ ଚାହୁଁଛନ୍ତି । ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ରେ ସମସ୍ତ ଦସ୍ତାବିଜ୍ ଅଛି । ପର୍ଯ୍ୟଟନ ମନ୍ତ୍ରୀ ଥିବା ବେଳେ ଏହି ପ୍ରକଳ୍ପ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି