Masthead

ନୀଳଗିରିରେ ଲୁଟେରାଙ୍କ ଆତଙ୍କ

ନୀଳଗିରି(ବଡ଼ ଖବର ବ୍ୟୁରୋ) ନୀଳଗିରି ରେ ଲୁଟେରାଙ୍କ ଆତଙ୍କ ।ଟାର୍ଗେଟ ରେ ରହିଛନ୍ତି ବୃଦ୍ଧ ଓବୃଦ୍ଧା । ଅଭିନଵ ଉପାୟ ଆପଣେଇ ବୃଦ୍ଧ ବୃଦ୍ଧା ମାନଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା । ସୂଚନାନୁଯାୟୀ ମିରିଗିଣି ଗାଁ ର ଭାଗିରଥି ବିଶ୍ୱାଳ ନାମକ ଜଣେ ବୃଦ୍ଧ ଗ୍ୟାସ ନେବା ପାଇଁ ଗ୍ୟାସ କେନ୍ଦ୍ର କୁ ଆସିଥିବା ବେଳେ କାହାଳିଆ ଗ୍ରାମର ମୁନା ଦାସ ନିଜକୁ ଗ୍ୟାସ ଏଜେଣ୍ଟ ର ପରିଚୟ ଦେଇଥିଲେ । ଏବଂ କହିଥିଲେ ଏଠୁ ଗ୍ୟାସ ନେବା ଆଉ ଦରକାର ନାହିଁ ତୁମର ମାଗଣାରେ ଗ୍ୟାସ ସହ ଟାଙ୍କି, ଚୁଲା ସହିତ ୩୮୦୦ ଟଙ୍କା ଆସିଛି । ସେ ସବୁକୁ ପାଇବା ପାଇଁ ହେଲେ ତୁମକୁ ଏବେ ୧୨୦୦ ଟଙ୍କା ପୈଠ କରିବାକୁ ପଡିବ । ଯେତେବେଳେ ବୃଦ୍ଧ ଜଣଙ୍କ ତାଙ୍କ କଥା ଶୁଣିନଥିଲେ, ବୃଦ୍ଧ ଙ୍କ ଠୁ ଟଙ୍କା ଛଡେଇ ନେଇ ପଳେଇଥିଲେ । ଆଜି ମଧ୍ୟ ସେହି ମୁନା ଦାସ ନୀଳଗିରି ହସ୍ପିଟାଲ ପ୍ରାଙ୍ଗଣରେ ସେମିତି ଆଉ ଜଣଙ୍କୁ ଲୁଟିବାକୁ ଜାଲ ବିଛାଉଥିବା ବେଳେ ପୂର୍ବରୁ ଲୁଟ ର ଶିକାର ହୋଇଥିବା ଭାଗିରଥି ବିଶ୍ୱାଳ ମୁନା କୁ ଚିହ୍ନି ପାରି ସାଧାରଣ ଲୋକଙ୍କ ସହାୟତା ରେ ପୋଲିସ ରେ ଦେବା ସହ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି