Masthead

ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ । ବିଜେପି ଅଭିଯୋଗ କରିଛି ନଗଡ଼ାଠୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ୟ୍ୟ । ଓଡିଶାରେ ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତାର ଶିକାର । ବିଜେପି ଅଭିଯୋଗର ଜବାବ ଦେଇଛି ବିଜେଡି । ଅପପୃଷ୍ଟିରେ ନଗଡ଼ାଠୁ ବଳିଗଲାଣି କଳିଙ୍ଗନଗରର ଚିତ୍ର । ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର । ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । ଏଇଟା କ’ଣ ମୋ ସରକାର? ଏହା କ’ଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରି ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତାଙ୍କୁ ତାଙ୍କରି ଭାଷାରେ ବୁଝାଇ ଦେଇଛି ବିଜେଡି । ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ ନଗଡା ଯାଇ ଦେଖିଆସାନ୍ତୁ ବିରୋଧୀ ଦଳ ନେତା। କ’ଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି? ଦେଖିଆସନ୍ତୁ ନଗଡାର ସ୍ଥିତି । ସେଠି ସରକାର କ’ଣ ସବୁ କଲେଣି। ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡା ଓ ଏବେକାର ନଗଡା ଭିତରର ପ୍ରଭେଦ ।  ବିଧାନସଭାରେ ଅପପୁଷ୍ଟିକୁ ନେଇ ଝଡ଼ । ତେଣେ ଅପପୁଷ୍ଟିର ଶିକାର ହୋଇଥିବା ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ରଗଡ଼ା ଘାଟିସାହିର ରାଇସିଙ୍ଗା ହେମ୍ବ୍ରମ ଓ ତାଙ୍କ ଭଉଣୀ ଶାନ୍ତି ଏବେ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା