Before Header

ଶାରଳା ମନ୍ଦିର ଦର୍ଶନ କଲେ ବିଜେପି ପ୍ରାର୍ଥୀ ସତ୍ୟସାରଥି

0 4

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଜଗତସିଂହପୁର ଜିଲ୍ଲା ଆରାଧ୍ୟ ଦେଵୀ ମା ଶାରଳା ମନ୍ଦିର ଯାଇଁ ଦର୍ଶନ କଲେ ଵାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ଵିଜେପି ପ୍ରାର୍ଥୀ ସତ୍ୟଶାରଥି ମହାନ୍ତି । ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।

ଶାରଳା ମନ୍ଦିରରେ ରାଉଳମାନେ ବିଧାୟକଙ୍କ ବିଜୟ ପାଇଁ ମନ୍ଦିର ପରିସରରେ ଥିବା ବିଭିନ୍ନ ଦେବାଦେଵୀଙ୍କୁ ପୂଜାଅର୍ଚ୍ଚନା କରି କର୍ମୀମାନଙ୍କ ଠାରୁ ପୁଷ୍ପଗୁଚ୍ଛ ଗ୍ରହଣ କରିଥିଲେ । ଅପର ପଟେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପକ୍ଷରୁ ସତ୍ୟ ସାରଥୀ ମହାନ୍ତି ଙ୍କୁ ଦଳ ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ଏହାକୁ ବାଲିକୁଦା ଏରସମା ବିଜେପି ପକ୍ଷରୁ ବିରୋଧ କରାଯାଇଛି ।

Leave A Reply

Your email address will not be published.