Masthead

୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ପାରାଦୀପ ପୋଲିସର ଯାଞ୍ଚ

ପାରାଦୀପ (ବଡ଼ ଖବର ବ୍ୟୁରୋ): କଲିକତାରୁ ଆସିଥିବା ୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ଜାଞ୍ଜ କରୁଛି ପାରାଦୀପ ପୋଲିସ । ସମ୍ପ୍ରତି ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଚି । ବାଂଲାଦେଶ ର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ତଳପଥରେ କଡା ପ୍ରହରା ଦିଆଯାଇଛି । ଆଜି ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରି ସେମାନଙ୍କୁ ଥାନାକୁ ଆଣିବା ସହ ଯାଞ୍ଚ କରିଛି । ସେମାନେ ସମସ୍ତେ କଲିକତା ସୁନ୍ଦରବନ ହୋଇଥିବା ବେଳେ ତାଙ୍କୁ ଆଣିଥିବା ଲୋକ ହେଲେ କେନ୍ଦ୍ରପଡା ଜିଲ୍ଲା ବତୀଘର ପଞ୍ଚାୟତ କଜଳପାତିଆ ଗ୍ରାମ କୃଷ୍ଣପଦ ମଣ୍ଡଲ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ