Masthead

୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ପାରାଦୀପ ପୋଲିସର ଯାଞ୍ଚ

ପାରାଦୀପ (ବଡ଼ ଖବର ବ୍ୟୁରୋ): କଲିକତାରୁ ଆସିଥିବା ୧୧ ବଙ୍ଗଭାଷୀ ଶ୍ରମିକଙ୍କୁ ଜାଞ୍ଜ କରୁଛି ପାରାଦୀପ ପୋଲିସ । ସମ୍ପ୍ରତି ବଙ୍ଗଳାଦେଶରେ ହିନ୍ଦୁଙ୍କ ପ୍ରତି ଚାଲିଥିବା ଅକଥନୀୟ ଅତ୍ୟାଚାରରେ ସାରା ଭାରତରେ ଅସନ୍ତୋଷର ନିଆଁ ଜଳୁଚି । ବାଂଲାଦେଶ ର ଲୋକ ମାନେ କାଳେ ଅନୁପ୍ରବେଶ କରିବେ ଏନେଇ ପ୍ରଶାସନ ପକ୍ଷରୁ ଜଳପଥ ଓ ସ୍ତଳପଥରେ କଡା ପ୍ରହରା ଦିଆଯାଇଛି । ଆଜି ୧୧ ଜଣ ବଙ୍ଗଭାଷୀ ଶ୍ରମିକ ପାରାଦୀପକୁ ସୁଦୂର କଲିକତାରୁ ଆସୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ କରି ସେମାନଙ୍କୁ ଥାନାକୁ ଆଣିବା ସହ ଯାଞ୍ଚ କରିଛି । ସେମାନେ ସମସ୍ତେ କଲିକତା ସୁନ୍ଦରବନ ହୋଇଥିବା ବେଳେ ତାଙ୍କୁ ଆଣିଥିବା ଲୋକ ହେଲେ କେନ୍ଦ୍ରପଡା ଜିଲ୍ଲା ବତୀଘର ପଞ୍ଚାୟତ କଜଳପାତିଆ ଗ୍ରାମ କୃଷ୍ଣପଦ ମଣ୍ଡଲ ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ