Before Header

୨୬ ସ୍ୱର୍ଣ୍ଣସହ ଭାରତର ମୋଟ ପଦକ ସଂଖ୍ୟା ୧୦୧କୁ ବୃଦ୍ଧି

0 25

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ)ଏସୀୟ କ୍ରିଡା ବ୍ୟାଡମିଣ୍ଟନରେ ଭାରତ ହାସଲ କଲା ଆଉ ଏକ ସ୍ୱର୍ଣ୍ଣ ।ବ୍ୟାଡମିଣ୍ଟନ୍ ମେନ୍ସ ଡବଲରେ ସ୍ୱର୍ଣ୍ଣ ଜିତିଲା ଭାରତ । ଭାରତ ପାଇଁ ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡି ଆଣିଲା ସ୍ୱର୍ଣ୍ଣ ପଦକ । ଫାଇନାଲରେ ଦକ୍ଷିଣକୋରିଆ ଯୋଡିକୁ ହରାଇ ଜିତିଲା ଭାରତ । ୨୬ ସ୍ୱର୍ଣ୍ଣସହ ଭାରତର ପଦକ ସଂଖ୍ୟା ୧୦୧କୁ ବୃଦ୍ଧି ।

Leave A Reply

Your email address will not be published.