Masthead

୭୨ ଘଣ୍ଟା ବଢିଲା ବେଦାନ୍ତ ଫେକର କମ୍ପାନୀ ପରିସରରେ କଟକଣା

ଭଦ୍ରକ(ବଡ଼ ଖବର ବ୍ୟୁରୋ): ୭୨ ଘଣ୍ଟା ପାଇଁ ବଢିଲା ୧୪୪ ଅବଧି । ବେଦାନ୍ତ ଫେକର କମ୍ପାନୀ ପରିସରରେ କଟକଣା ବଢାଇ ଦିଆଯାଇଛି । ଶ୍ରମିକ ଅଶାନ୍ତି ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ ତରଫରୁ କଟକଣା ଅବଧି ବୃଦ୍ଧି କରାଯାଇଛି । ଆଜିଠୁ ୨୫ ତାରିଖ ସକାଳ ୬ ପର୍ଯ୍ୟନ୍ତ ଜାରି ରହିବ କଟକଣା । ସୂଚନା ଅନୁସାରେ, ଦୁଇ ଗୁରୁତର ଶ୍ରମିକଙ୍କ ମଧ୍ୟରୁ ପୂର୍ବରୁ ଜଣେ ଶ୍ରମିକ ରତିକାନ୍ତ ସୁତାରଙ୍କ ମୃତ୍ୟୁ ହୋଇଥିଲା । ତେବେ ଗତକାଲି ରାତିରେ ଅନ୍ୟ ଜଣେ ଗୁରୁତର ଶ୍ରମିକ ବିଜୟ ମହାପାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କିନ୍ତୁ କମ୍ପାନୀ ତରଫରୁ କୌଣସି ସୂଚନା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ