Masthead

୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ କଲା ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୧୮ ଫାର୍ମା କମ୍ପାନୀର ଲାଇସେନ୍ସ ରଦ୍ଦ । ଲାଇସେନ୍ସ ରଦ୍ଦ କଲା ଭାରତୀୟ ଔଷଧ ମହାନିର୍ଦ୍ଦେଶାଳୟ । ଯାଞ୍ଚ ବେଳେ ଏହି କମ୍ପାନୀ ଗୁଡ଼ିକ ନକଲି ଔଷଧ ପ୍ରସ୍ତୁତ କରୁଥିବାର ପ୍ରମାଣ ମିଳିଥିଲା । ସେହି ଆଧାରରେ ଡିସିଜିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଡିସିଜିଆଇ ପକ୍ଷରୁ ୨୦ଟି ରାଜ୍ୟରେ ଥିବା ୬୭ଟି ଔଷଧ କମ୍ପାନିର ଯାଞ୍ଚ କରାଯାଇଥିଲା । ତେବେ କେଉଁ କମ୍ପାନିଗୁଡ଼ିକର ଲାଇସେନ୍ସ ରଦ୍ଦ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ନକଲି ଓ ଅପମିଶ୍ରିତ ଔଷଧ ପ୍ରସ୍ତୁତ କରୁଥିବା ୧୮ଟି କମ୍ପାନୀର ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୨୬ଟି କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଡିସିଜିଆଇ ନକଲି ଔଷଧ ବିରୋଧରେ ଅଭିଯାନ ଆରମ୍ଭ କରି ୨୦୩ଟି କମ୍ପାନୀକୁ ଚିହ୍ନଟ କରିଛି । ସେଥିମଧ୍ୟ ୭୦ଟି କମ୍ପାନୀ ହିମାଞ୍ଚଳ ପ୍ରଦେଶର ହୋଇଥିବା ବେଳେ ୪୫ଟି ଉତ୍ତରାଖଣ୍ଡ ଓ ୨୩ଟି ମଧ୍ୟପ୍ରଦେଶରେ ରହିଛି । ଭାରତରେ ତିଆରି କଫ ସିରପ ପାଇଁ ଗାମ୍ବିଆ ଓ ଉଜବେକିସ୍ତାନରେ ଶିଶୁ ମୃତ୍ୟୁ ଭଳି ଘଟଣା ଅଭିଯୋଗ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ