Masthead

ଆଇଏସଆଇଏସର ୨୩ ଆତଙ୍କୀୟଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ଆଇଏସଆଇଏଲ ସହ ଯୋଗଦେଇଥିବାରୁ ଲିବିଆର ଏକ କୋର୍ଟ ୨୩ ଜଣଙ୍କୁ ମୃତୁ୍ୟଦଣ୍ଡ ଓ ଅନ୍ୟ ୧୪ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛି । ସୂଚନା ମୁତାବକ ଏହି ଆତଙ୍କବାଦୀ ଅଭିଯାନରେ ଏକ ଗୋଷ୍ଠୀଙ୍କୁ ହତ୍ୟା କରିବା ଏବଂ ୨୦୧୫ରେ ସହରକୁ କବଜା କରିବା ମାମଲାରେ ସଭିଙ୍କୁ ଦଣ୍ଡ ଦିଆଯାଇଛି । ଇରାକ ଏବଂ ସିରିଆ ବାହାରେ ଆଇଏସଆଇଏଲର ଅନ୍ୟତମ ଆଧାର ହେଉଛି ଲିବିୟା । ଏହି ସଂଗଠନ ୨୦୧୫ରେ ଲିବିଆର କେରେନ୍ଥିଆ ହୋଟେଲରେ ଆକ୍ରମଣ କରିଥିଲେ ଯେଉଁଥିରେ ୯ଜଣଙ୍କର ମୃତୁ୍ୟ ହୋଇଥିଲା । ପରବତ୍ତୀ ସମୟରେ ଏହି ଗୋଷ୍ଠୀ ମିଶରର ଖ୍ରୀଷ୍ଟିଆନ ମାନଙ୍କୁ ଅପହରଣ କରି ହତ୍ୟା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ