Masthead

ଦୟାରା ବୁଗ୍ୟାଲ ଆରୋହଣ କରିବେ ୨୩ ଓଡ଼ିଆ

ଭୁବନେଶ୍ୱର (ବଡ଼ ଖବର): ହିମାଳୟର ଦୟାରା ବୁଗ୍ୟାଲ ଆରୋହଣ କରିବେ ୨୩ ଜଣ ଓଡ଼ିଆ । ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡ଼େୟାର ଡ଼େଭିଲସ ଆୟୋଜିତ ପର୍ବତ ଆରୋହଣ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩ ଜଣ ପ୍ରତିଭା ଦୟାରା ବୁଗ୍ୟାଲ ଆରୋହଣ କରିବେ । ଆସନ୍ତା ୨୦ରୁ ଏହି ଯାତ୍ରା ଆରମ୍ଭ କରବେ । ପୁର୍ବରୁ କରୋନା ମହାମାରୀ ବ୍ୟାପିବାକୁ ନେଇ ସାଇକେଲ ଶୋଭାଯାତ୍ରା କରାଯାଇଥିଲା । ବର୍ତ୍ତମାନ କରୋନା ଯୋଦ୍ଧାଙ୍କୁ ସମର୍ପିତ କରିବା ଉଦ୍ଦେଶ୍ୟରେ ଏହାର ଆୟୋଜନ କରାଯାଇଛି । ହିମାଳୟର ୧୩୦୦୦ ଫୁଟ ଉଚ୍ଚତାରେ ଜାତୀୟ ପତକା ଉଡ଼େଇ ନୂତନ ବର୍ଷର ନୂତନ ଅଧ୍ୟାୟ ରଚିବେ ବୋଲି କହିଛନ୍ତି ସଭାପତି ଡ. ସତ୍ୟପିର ପ୍ରଧାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ