Masthead

ଜମ୍ମୁ କଶ୍ମୀର ମୋଦିଙ୍କ ହୃଦୟରେ ଅଛି: ଅମିତ ଶାହ

(ବଡ଼ ଖବର ବ୍ୟୁରୋ)   ଜମ୍ମୁ କଶ୍ମୀରରେ ୩ ଦିନିଆ ଗସ୍ତରେ  କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି ଯେ, ଜମ୍ମୁ କଶ୍ମୀର ପ୍ରଧାନମନ୍ତ୍ରୀ ମୋଦିଙ୍କ ହୃଦୟରେ ରହିଛି । ତେବେ ଜମ୍ମୁ ଭେଦଭାବର ଶିକାର ହେବ ନାହିଁ ବୋଲି ଅମିତ ଶାହ କହିଛନ୍ତି । ସେ କହିଛନ୍ତି ଜମ୍ମୁ କଶ୍ମୀରରେ ଆରମ୍ଭ ହୋଇଥିବା ବିକାଶକୁ କେହି ରୋକି ପାରିବେ ନାହିଁ ।

ଏହା ହେଉଛି ମନ୍ଦିରର ଭୂମି, ମାତା ବୈଷ୍ନୋଦେବୀଙ୍କ ଭୂମି । ତେଣୁ ଜମ୍ମୁ କଶ୍ମୀରରେ ଶାନ୍ତି ସଫଳ ହେବ ବୋଲି ସେ କହିଛନ୍ତି । ଜମ୍ମୁ କଶ୍ମୀର ଲୋକଙ୍କ ପ୍ରତି ହେଉଥିବା ଅତ୍ୟାଚାରର ଦିନ ସରିଲା । ସେମାନଙ୍କ ଉପରେ ହେଉଥିବା ଅନ୍ୟାୟର ସମୟ ସମାପ୍ତ ହୋଇଛି । କିଛି ଲୋକ ଏଠାରେ ବିକାଶର ଯୁଗକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି । କିନ୍ତୁ ମୁଁ ଆପଣଙ୍କୁ କଥା ଦେଉଛି, ଏବେ କେହି ଆମ ବିକାଶର ଯୁଗକୁ ଅଟକାଇ ପାରିବ ନାହିଁ ।

ସେ କହିଛନ୍ତି ୟୁନିୟନ ଅଞ୍ଚଳରେ ୧୨,୦୦୦ କୋଟି ଟଙ୍କା ମୂଲ୍ୟର ପୁଞ୍ଚି ବିନିଯୋଗ ହୋଇସାରିଛି । ୨୦୨୨ ଶେଷ ସୁଦ୍ଧା ସରକାର ମୋଟ ୫୧.୦୦୦ ଟଙ୍କା ଲକ୍ଷ୍ୟ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ