ବିଶ୍ୱ କୋରନା ରିପୋର୍ଟ By Simanchal Pattnaik Last updated Sep 29, 2020 0 18 Share ବିଶ୍ଵରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୪୯,୮୭୩କୁ ବୃଦ୍ଧି ପାଇଛି । ସେପଟେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦,୦୬,୩୭୯ ଛୁଇଁଛି । ତେବେ ଆରୋଗ୍ୟଙ୍କ ସଂଖ୍ୟା ୨,୪୮,୭୮,୧୨୪ ରହିଛି । 0 18 Share