Masthead

ତିନିକୋଟି ଯାହା ପାଖରେ ବିଜେଡି ଟିକେଟ ତା ପାଖରେ : ଗଣେଶରାମ ଖୁଣ୍ଟିଆ

ଭୁବେନେଶ୍ୱର (ବଡ଼ ଖବର ବ୍ୟୁରୋ):ଭାରତୀୟ ଜନତା ପାର୍ଟି କ୍ୟାଡ଼ର ଭିତ୍ତିକ ପାଟି।ସଂଗଠନକୁ ବିଶ୍ୱାସ କରେ ଯିଏ ସଂଗଠନ କରେ ତାକୁ ଟିକେଟ ମିଳେ।ଭାରତୀୟ ଜନତା ପାଟିରେ ଯିଏ ପାର୍ଟରେ ପଇସା ଦେଲେ ଟିକେଟ ମିଳେନି ବୋଲି କହିଛନ୍ତି ଗଶେଶରାମ ଖୁଣ୍ଟିଆ। ଏହା ସହ ସେ କହିଛନ୍ତି, ଯିଏ ଉନ୍ନତମାନର ବର୍ଷସାରା କାର୍ଯ୍ୟକରେ ତାକୁ ଦଳ ଟିକେଟ ଦିଏ ।ବିଜେଡ଼ି ଯେପରି ପଇସା ନେଇ ଟିକେଟ ଦିଏ ବିଜେପି ସେପରି ନୁହେଁ । ଯାହା ଆକାଉଣ୍ଟରେ ୩କୋଟି ଥାଏ ବିଜେଡି ତାକୁ ଟିକେଟ ଦିଏ ।

ଯାହା ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥାଏ । କିନ୍ତୁ ଆମ ଦଳରେ ଯେଉଁମାନେ ସଂଗଠନରେ ଥାଆନ୍ତି କାର୍ଯ୍ୟ କରନ୍ତି ତାକୁ ଦଳ ଟିକେଟ ଦିଏ । ରାଜ୍ୟରେ ଅନେକ ପ୍ରସଙ୍ଗ ରହିଛି । ସମସ୍ୟା ଘେରରେ ଓଡ଼ିଶା । କିନ୍ତୁ ବିଜେଡି ଯେଉଁ ପଦଯାତ୍ରା କରୁଛି ତାହା କେଉଁ ମୁଦ୍ଦା ନେଇ କରୁଛି ତାହା ସ୍ପଷ୍ଟ ନାହିଁ।୨୫ ବର୍ଷ ସରକାର ରେ ଏବେ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ଲୋକଙ୍କୁ ମଦ ମାଂସ ଦେଇ ଭୋଟ ନେଉଛି ବିଜେଡି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି