Before Header

ଯୁକ୍ତ ୩ କଟ୍ଅଫ୍ ମାର୍କ

0 31

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ପ୍ରକାଶ ପାଇଲା +୩ କଟ୍ଅଫ୍ ମାର୍କ । +୩ ନାମ ଲେଖା ପାଇଁ ଆବେଦନ କରିଥିଲେ ୨,୪୪,୨୫୨ ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟରେ ୧,୬୮,୫୩୭ ଛାତ୍ରଛାତ୍ରୀ ସିଲେକ୍ସନ କରାଯାଇଛି । ଭୂଗୋଳରେ ବିଜେବି କଲେଜ କଟ୍ଅଫ୍ ମାର୍କ୯୫.୨୦% ଥିବା ବେଳେ । ପଦାର୍ଥ ବିଜ୍ଞାନରେ ୯୬.୪୦%, ପ୍ରାଣୀ ବିଜ୍ଞାନରେ ୯୬.୪୦%, ବାଣିଜ୍ୟରେ ୯୨% ରହିଛି ।

 

Leave A Reply

Your email address will not be published.