Masthead

୩ ‘ନାରାୟଣ’ ବନାମ ସୂର୍ଯ୍ୟ ନାରାୟଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ରାଜନୀତିରେ ଏବେ ନାରାୟଣ ଲଢେଇ । ମୁହାଁମୁହିଁ ହୋଇଛନ୍ତି ନାରାୟଣ । ଏପଟେ ବି ନାରାୟଣ, ସେପଟେ ବି ନାରାୟଣ । ଏ ଲଢେଇ ବିଧାନସଭାରେ । ବାଚସ୍ପତି ଓ ବିଜେପି ବିଧାୟକଙ୍କ ମଧ୍ୟରେ । ଶନିବାର ଦିନ ସାରା ଏ ନେଇ ତମ୍ବିତୋଫାନ ଜାରି ରହିଲା । ଏହାରି ଭିତରେ ବଡ଼ ଅଭିଯୋଗ ଆସିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଉପରେ ଚପଲ ଫୋପାଡ଼ିବା

ଅଭିଯୋଗ ପରେ ନିଲମ୍ବିତ ହୋଇଛନ୍ତି ବିଜେପିର ୩ ବରିଷ୍ଠ ବିଧାୟକ । ସଂଯୋଗ ହେଉଛି ନିଲମ୍ବିତ ୩ ବିଧାୟକଙ୍କ ନାଁ ନାରାୟଣଙ୍କ ସହ ଜଡ଼ିତ । ଜଣେ ଜୟନାରାୟଣ, ଜଣେ ବିଷ୍ଣୁ ଆଉ ଜଣେ ମୋହନ । ରୋଚକ କଥା ହେଉଛି, ବାଚସ୍ପତିଙ୍କ ନାଁରେ ବି ଯୋଡ଼ି ହୋଇଛି ନାରାୟଣ । ତେବେ ଦେଖିବାକୁ ବାକି ରହିଲା ରାଜ୍ୟ ରାଜନୀତିର ଏହି ନାରାୟଣ ଲଢେଇ କେଉଁ ମୋଡ଼ ନେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ