Masthead

ଲୋକସଭାରୁ ସସପେଣ୍ଡ ହେଲେ ୩୩ ସାଂସଦ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲୋକସଭାରୁ ସସପେଣ୍ଡ ହେଲେ ୩୩ ସାଂସଦ । ଅଧୀର ରଞ୍ଜନ ଚୌଧୁରୀଙ୍କ ସହ ଦୟାନିଧି ମାରାନ, ଏ.ରାଜା ସୌଗତ ରାୟ ସସ୍ପେଣ୍ଡ ହୋଇଛନ୍ତି । ସଂସଦର ସୁରକ୍ଷା ଉଲ୍ଲଙ୍ଘନ ନେଇ ସରକାରଙ୍କ ବିବୃତି ଦାବି କରିଛନ୍ତି ବିରୋଧୀ । ଗୃହରେ ହୋହଲ୍ଲା, ହଟ୍ଟଗୋଳ ପାଇଁ ସସପେଣ୍ଡ ହୋଇଛନ୍ତି । ହଟ୍ଟଗୋଳ ପାଇଁ ନିଲମ୍ବିତ କଲେ ବାଚସ୍ପତି । ପୂର୍ବରୁ ନିଲମ୍ବିତ ହୋଇଥିଲେ ୧୫ ସାଂସଦ ।ଏଯାବତ ମୋଟ ୪୭ ସାଂସଦ ସସ୍‌ପେଣ୍ଡ ହେଲେଣି । ଅଧୀର ରଂଜନ ଚୌଧୁରୀଙ୍କ ବ୍ୟତୀତ କେ ଜୟ କୁମାର, ଆପୋର୍ଭା ପୋଦ୍ଦାର, ପ୍ରସନ୍ନ ବାନାର୍ଜୀ, ମହମ୍ମଦ ୱାସିର, ଜି ସେଲଭାମ, ସିଏ ଅନ୍ନଦୁରାଇ, ଟି ସୁମତି, କେ ନାଭାସ୍କାନି, କେ ଭେରସ୍ୱାମୀ, ଏନ.କେ ପ୍ରେମଚନ୍ଦ୍ରନ, ସୌଗତା ରୟ, ଶତାଦ୍ଦୀ ରୟ, ଆଶିତ କୁମାର ମାଲ , ନଟୋ ଆଣ୍ଟୋନି, ଏସ୍ ଗୋଗୋଇ ଏବଂ ଟିଆର ବାଲୁଙ୍କୁ ନିଲମ୍ବିତ କରାଯାଇଥିଲା

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ