Before Header

‘୪୦ ଜଣଙ୍କ ବିଦ୍ୟୁତ ଆଘାତରେ ହୋଇଛି ମୃତ୍ୟୁ’

0 98

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ଆସିଲା ସାଙ୍ଘାତିକ ତଥ୍ୟ । ୪୦ ଜଣ ଯାତ୍ରୀଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ’ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୨୭୫ ଜଣ ମୃତ୍ୟୁ ହୋଇଛି । ଅନେକ ଯାତ୍ରୀ ଏବେ ବି ଆହତ ଅଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୪୦ ଜଣଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା । ଏଲଟି ଲାଇନରେ ଲାଗି ସେମାନଙ୍କର ମୃତ୍ୟୁ ହୋଇଛି । ରେଳଧାରଣା ଉପରେ ଥିବା ଏଲଟି ଲାଇନ ଯାତ୍ରୀଙ୍କ ପାଇଁ କାଳ ପାଲଟିଥିଲା । କାରଣ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଶରୀରରେ ଆଘାତ ଥିଲା ।ରେଳବାଇ ପକ୍ଷରୁ ଦାୟର କରାଯାଇଥିବା ଏଫଆଇଆରରେ ଏନେଇ ଉଲ୍ଲେଖ ଥିବା ସୂଚନା ମିଳିଛି ।

Leave A Reply

Your email address will not be published.