Masthead

‘ମୁଁ ମରିନି ବଞ୍ଚିଛି’

ଭୁୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ସୋସିଆଲ ମିଡିଆରେ ଭାଇରାଲ ହେଲା କମେଡିଆନ ଗୁଡୁଙ୍କ  ମୃତ୍ୟୁର ଗୁଜବ । ନିଜ ମୃତ୍ୟୁ ଖବର ଶୁଣି କ୍ୟାପିଟାଲ ଥାନାରେ ପହଁଚିଲେ କମେଡିଆନ  ଗୁଡ଼ୁ, ସୋସିଆଲ ମିଡ଼ିଆ ରେ ଗୁଡ଼ୁ ଙ୍କ ମୃତ୍ୟୁ ଖବର ଭାଇରଲ ହେବା ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଥାନା ର ଦ୍ୱାରସ୍ତ ହେଲେ ଗୁଡ଼ୁ,ମାଇଁ ଓଡିଶା ଫଂସବୂକ ପେଜ ଖୋଲି କେହି ଜଣେ ଏଭଳି କରିଥିବା ଅଭିଯୋଗ ଆସିଛି, ଏନେଇ ଗୁଡ଼ୁ ତାଙ୍କ ନିଜ ମନ୍ତ୍ୟବ ରେ କହିଛନ୍ତି କି ମୁଁ ସମ୍ପୂର୍ଣ ସୁସ୍ଥ ଅଛି, ମୋ ପ୍ରତି ଦର୍ଶକ ଙ୍କ ଭଲ ପାଇବା ଅଛି, ଏହି ମିଛ ଖବର ଶୁଣି ମୋର ସମ୍ପର୍କିଏ ମାନେ ଫୋନ କରିଛନ୍ତି, ଏହି ଖବର ଶୁଣି ବାପା ମା ମାନସିକ ଭାରାକ୍ରାନ୍ତ ଥିବା ବେଳେ ସ୍ତ୍ରୀ ଭାରସମ୍ୟ ହରାଇ ଅସୁସ୍ଥ ହୋଈ ହସ୍ପିଟାଲ ରେ ଭର୍ତି ହୋଇଛନ୍ତି, ଏହି ମିଥ୍ୟା ଖବର ଭାଇରଲ କରିଥିବା ଦୁର୍ବୁତ୍ତ ବିରୋଧରେ ମାନ ହାନି ଏବଂ ମିଛ ମିଥ୍ୟା ଖବର ପ୍ରଚାର କରିଥିବାରୁ ଏଫଆଇଆର କଲେ ଗୁଡ଼ୁ, ସମାଜ ରେ ଏହିଭଳି ମିଥ୍ୟା ଖବର କାରି ଙ୍କ ବିରୋଧ ରେ ଦୃଢ କାର୍ଯାନୁଷ୍ଠାନ କରିବା ପାଇଁ ନିବେଦନ କରିଛନ୍ତି ଗୁଡ଼ୁ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ