Masthead

ଗୋରୁଚାଲାଣକୁ ନେଇ ୫ଜଣ ଗିରଫ

କେନ୍ଦୁଝର(ବଡ଼ ଖବର ବ୍ୟୁରୋ): ବେଆଇନ ଗୋରୁଚାଲାଣ କଣ୍ଟେନର ଜବତ କରିଛି ପୋଲିସ । କେନ୍ଦୁଝର ଜିଲ୍ଲା ସୋହେଲ ଠାରୁ କଲିକତାକୁ ଗାଇ ଚୋରା ଚାଲାଣ କରାଯାଉଥିଲା । ଚୋରାରେ ୮୦ରୁ ଅଧିକ ଗୋରୁ ଭର୍ତ୍ତି ହୋଇ କଲିକତା ଚୋରା ଚାଲାଣ ହେଉଥିବା ବେଳେ କିଛି ସ୍ଥାନୀୟ ଲୋକେ ଏହାକୁ ଜାଣିପାରି ସହରର ଗାନ୍ଧୀ ଛକ ନିକଟରେ କଣ୍ଟେନର ଦୁଇଟିକୁ ଅଟକ ରଖିଥିଲେ। ଅସହ୍ୟ ଯନ୍ତ୍ରଣା ରେ କିଛି ଗୋରୁଙ୍କର କଣ୍ଟେନର ଭିତରେ ମୃତ୍ୟୁ ହୋଇଯାଇଥିବା ବେଳେ, କିଛି ଗୋରୁ ଖଣ୍ଡିଆ ଖାବରା ହୋଇଯାଇଥିବା ସହ ଆଉ କିଛି ଗୋରୁ ତଳେ ପଡି ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଥିଲା।

ଡ୍ରାଇଭର ସମେତ ୫ ଜଣଙ୍କୁ ଗିରଫ କରି ପଚରାଓଚରା ଚଳାଇଛି ପୋଲିସ । ଦୁଇଟି କଣ୍ଟେନରରେ ବେଆଇନ ଭାବରେ ୮୦ରୁ ଅଧିକ ଗୋରୁ ଭର୍ତ୍ତି କରି କଲିକତା ଚାଲାଣ କରାଯାଉଥିଲା । ସ୍ଥାନୀୟ ଲୋକେ ଗାନ୍ଧୀ ଛକ ନିକଟରେ କଣ୍ଟେନରକୁ ଅଟକ ରଖିଥିଲେ । ପରେ ପୋଲିସକୁ ଖବର ଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା