Masthead

୮କୋଟିର ଠକେଇ, ଡେପୁଟି ମ୍ୟାନେଜର ଗିରଫ

ବାଲିଗୁଡ଼ା(ବଡ଼ ଖବର ବ୍ୟୁରୋ): ୮କୋଟିର ଠକେଇ ମାମଲାରେ ଡେପୁଟି ମ୍ୟାନେଜର ଗିରଫ । ଗିରଫ କଲା ଇଓଡବ୍ଲୁ । କନ୍ଧମାଳ ଜିଲ୍ଲା ସଦର ମହାକୁମା ଫୁଲବାଣୀ ସହର ସ୍ଥିତ ଏସବିଆଇର ବ୍ରାଞ୍ଚରୁ ଠକେଇ ହୋଇଥିଲା । ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ୟ୍ୟଙ୍କୁ ଇଓଡବ୍ଲୁ ଗିରଫ କରି ଫୁଲବାଣୀ କୋର୍ଟରେ ହାଜର କରିଛି । ଠକେଇ ନେଇ ରିଜିଓନାଲ ମ୍ୟାନେଜର ଇଓଡବ୍ଲୁରେ ଅଭିଯୋଗ କରିଥିଲେ ।

ଚାକିରି କରି ନଥିବା ୫୯ ଜଣଙ୍କ ନାଁରେ ଚାକିରି ଲୋନ୍ ଉଠାଇଥିଲେ । ପେନସନ ପାଉନଥିବା ୨୬ ଜଣଙ୍କ ନାଁରେ ପେନସନ ଲୋନ ଉଠାଇଥିଲେ । ଜାଲ କାଗଜ ପତ୍ର କରି ମୋଟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ସ୍କାମ କରିଥିଲେ । ପରବର୍ତୀ ସମୟରେ ସେଥିରୁ ଇଓଡବ୍ଲୁ କିଛି ଟଙ୍କା ଆଦାୟ କରିଥିବା ବେଳେ ବର୍ତମାନ ତାଙ୍କ ନାମରେ ୬ କୋଟି ୮୮ ଲକ୍ଷ ୯୮ ହଜାର ଟଙ୍କା ସ୍କାମ କରିଥିବା ଅଭିଯୋଗ ହେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା