Masthead

ବ୍ରାଉନସୁଗାର ମାଷ୍ଟର ମାଇଣ୍ଡ ଗିରଫ

କାକଟପୁର(ବଡ ଖବର ବ୍ୟୁରୋ):କାକଟପୁର ପୋଲିସଙ୍କ ଦ୍ୱାରା ୨୯୮ଗ୍ରାମର ବ୍ରାଉନ ସୁଗାର ଜବତ ।ଏହି ଘଟଣାରେ ପୋଲିସ୍ ଗତକାଲି ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ ୬ଜଣକୁ ଗିରଫ କରିଛି । ସେମାନଙ୍କଠାରୁ ପୋଲିସ ଜବତ କରିଛି ୩ଟି ବାଇକ ଓ ୩ଟି ମୋବାଇଲ । ଅଭିଯୁକ୍ତମାନଙ୍କ ଘର ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ।ଏହି ୬ଜଣ ହେଲେ ମୁନା ,ରୋଶନ ,ପିଣ୍ଟୁ ,କାଳୁ ,ମଙ୍ଗୁ ଓ ଦେବ । ଗତକାଲି ବ୍ରାଉନ ସୁଗାର ମାଷ୍ଟର ମାଇଣ୍ଡ ମଙ୍ଗୁ ମହାନ୍ତିଙ୍କୁ ଧରିଛି କାକଟପୁର ପୋଲିସ । ତାଙ୍କ ଠାରୁ ଏକ ବୁଲେଟ ଓ ଏକ ଫୋନ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ