Masthead

ଶିକୁଳିରେ ବନ୍ଧା ଜୀବନ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଆଦିବାସୀ ସାହିର ପାର୍ଥ ମୁର୍ମୁ । ଆଜିକୁ ୯ ବର୍ଷ ହେବ ଶିକୁଳିରେ ବନ୍ଧା ପଡିଛି ତାଙ୍କ ଜୀବନ । ଗୋଡ଼ହାତରେ ପଡିଛ ଶିକୁଳି । ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ତାଙ୍କ ଚିକିତ୍ସା ହୋଇପାରୁ ନାହିଁ । ଗୋଟିଏ ଘରେ ବନ୍ଦୀ ରଖିଛନ୍ତି ପାର୍ଥଙ୍କ ପୁଅ । ଯେଉଁ ବୟସରେ ନିଜ ପରିବାର ପାଇଁ ରୋଜଗାର କରିବା କଥା ସେହି ବୟସରେ ସେ ବନ୍ଦୀ ଜୀବନ ବିତାଉଛନ୍ତି । ଏଣେ ତେଣେ ବୁଲି ସମସ୍ତଙ୍କୁ ମାରପିଟ୍ କରିବାରୁ ଆମେ ତାଙ୍କୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି ପାର୍ଥଙ୍କ ପୁଅ କହିଛନ୍ତି । ସରକାରୀ ସ୍ତରରେ କିଛି ସାହାଯ୍ୟ ମିଳିଲେ ପାର୍ଥ ସୁସ୍ଥ ହୋଇପାରନ୍ତେ ବୋଲି ପରିବାର ଲୋକେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?