Masthead

ବେଙ୍ଗାଳୁରୁରୁ ଚୋରି, ସିମୁଳିଆରୁ ଗିରଫ, ୪ଲକ୍ଷ ଜବତ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ):ବେଙ୍ଗାଳୁରୁରୁ ଚୋରି କରି ପଳାଇ ଆସିଥିବା ଜଣେ ଯୁବକ ସିମୁଳିଆରୁ ଗିରଫ ହୋଇଛି । ତା’ ନିକଟରୁ ପୋଲିସ ୪ଲକ୍ଷ ଟଙ୍କା ଜବତ କରିଛି । ସିମୂଳିଆ ଥାନା ଅଞ୍ଚଳର ବିଶ୍ୱାମିତ୍ର ଆଚାର୍ଯ୍ୟ ବେଙ୍ଗାଲୁରୁରେ ଜୟନ୍ତ ରାଉତଙ୍କ ଔଷଧ ଦୋକାନରେ କାମ କରୁଥିଲେ । କିଛିଦିନ ତଳେ ବିଶ୍ୱାମିତ୍ର ଜୟନ୍ତଙ୍କ ଝିଅ ଏକୁଟିଆ ଥିବାର ସୁଯୋଗରେ ତାକୁ ମାଡ଼ ମାରି ୨୦ ଲକ୍ଷ ଟଙ୍କା,ଦୁଇଟି ସୁନାଚେନ୍ ,ଗୋଟିଏ ସୁନାମୁଦି ଚୋରି କରି ଫେରାର ହୋଇଯାଇଥିଲା । ବେଙ୍ଗାଲୁରୁ ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା । ପ୍ରଥମେ ବିଶ୍ୱାମିତ୍ର ଚୋରି କରି ହାଇଦ୍ରାବାଦ ଚାଲି ଯାଇଥିଲେ । ଗତକାଲି ବେଙ୍ଗାଲୁରୁ ପୋଲିସ ସିମୁଳିଆରେ ପହଞ୍ଚିଥିଲା । ସିମୁଳିଆ ପୋଲିସ ସହାୟତ ବିଶ୍ୱାମିତ୍ରଙ୍କୁ ଖଇରା ଅଞ୍ଚଳରୁ ତାଙ୍କ ସର୍ମ୍ପକୀୟ ଭଉଣୀ ଘରୁ ଗିରିଫ କରିଥିଲା । ତଦନ୍ତ ପରେ ଚାଉଳ ଭିତରୁ ୪ଲକ୍ଷ ଟଙ୍କା ଜବତ କରିଛି ବେଙ୍ଗାଲୁରୁ ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା