Masthead

ପାର୍ଲାମେଣ୍ଟ ପାଇଁ ନୂଆ ଭବ୍ୟ ଭବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁଆ ପାର୍ଲାମେଣ୍ଟ ଭବନ ନିର୍ମାଣ ପାଇଁ ଭୂମି ପୁଜନ କରିବେ । ଏଥିପାଇଁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରିତ କରିଛନ୍ତି । ନୂତନ ସଂସଦ ଭବନ ପାଇଁ ଡିଜାଇନ ପରିବର୍ତ୍ତନ କରାଯାଇଛି । ତ୍ରିଭୁଜ ଆକାରରେ ହେବାକୁ ଯାଉଥିବା ସଂସଦ ଭବନର ନିର୍ମାଣ ଦାୟିତ୍ୱ ଟାଟା ପ୍ରୋଜେକ୍ଟସ ଲିମିଟେଡକୁ ଦିଆଯାଇଛି । ଏଥିପାଇଁ କଂପାନୀ ୮୬୧.୯୦ କୋଟିର ଟେଣ୍ଡର ପକାଇଥିଲା।

ସଂସଦର ନୂଆ ପରିସରକୁ ତିଆରି କରିବାପାଇଁ ସମ୍ଭବତଃ ଏକ ମାସ ଲାଗିବ । କେନ୍ଦ୍ରିୟ ଲୋକ ନିର୍ମାଣ ବିଭାଗ ଏହି ଭବନର ନିର୍ମାଣ ପାଇଁ ଆନୁମାନିକ ଭାବେ ୯୪୦ କୋଟି ର ପ୍ରସ୍ତାବ ରଖିଥିଲେ । ସଂସଦର ନୂଆ ଭବନ ୪ମହଲା ବିଶିଷ୍ଟ ହେବ । ଗତ ଶନିବାର ଲୋକସଭା ଅଧ୍ୟକ୍ଷ ଏହି ଭବନର ନିର୍ମାଣ ବିଷୟରେ ମହତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ଅହମ୍ମଦାବାଦର ଏଚସିପି ଡିଜାଇନ ଏଣ୍ଡ ମ୍ୟାନେଜମେଣ୍ଟ ଆଗାମୀ ୧୦୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରିବ ବୋଲି ସୁଚନା ମିଳିଛି । ଭୁକମ୍ପରୁ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ