Masthead

ସକ୍ରିୟ ହେବ ପିସିଆର ଭ୍ୟାନ

ପୁରୀ (ବଡ଼ ଖବର ବ୍ୟୁରୋ):ଆକ୍ସନ ମୁଡରେ ପୁରୀ ପୋଲିସ । ସକ୍ରିୟ ହେବ ଏବେ ପୁରୀର ସମସ୍ତ ପିସିଆର ଭ୍ୟାନ । ପୁରୀ ଏସପି କେ ଵିଶାଲ ସିଂଙ୍କ ପିସିଆର ଭ୍ୟାନ କର୍ମଚାରୀ ମାନଙ୍କୁ ଡାକି ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ପିସିଆର ଭ୍ୟାନର କାର୍ଯ୍ୟକାରି ସମୟ ଏବଂ ଅତି କମ ସମୟ ମଧ୍ୟରେ କିଭଳି ଘଟଣା ସ୍ଥଳ ରେ ପହଞ୍ଚିବ ତାହା ନିର୍ଦେଶ ଦେଇଥିଲେ । ସହରରେ କାର୍ୟ୍ୟକ୍ଷମ ଦକ୍ଷତାକୁ ବଢାଇବା ସହ ସମସ୍ତ ପିସିଆର ଭ୍ୟାନ କର୍ମଚାରୀଙ୍କୁ ତଦାରଖ କରିବ । ଅଭିଯୋଗ କଲ ଉପରେ ନଜର ରଖିବା ଲାଗି ଟ୍ରାଫିକ ଡିଏସପି ଏବଂ ଟ୍ରାଫିକ ଆଇଆଇସିଙ୍କୁ ଦାୟିତ୍ୱ ଦିଆଯାଇଛି । ତେବେ ପ୍ରତେକ ମାସରେ ଉତ୍ତମ କାର୍ଯ୍ୟ ପଦର୍ଶନ କରିଥିବା ପିସିଆର କର୍ମଚାରୀଙ୍କୁ ଗୋଟେ ଦିନ ଛୁଟି ଏବଂ ୨୦୦୦ ଟଙ୍କା ଆର୍ଥିକ ପୁରସ୍କାର ଦିଆଯିବ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା