Masthead

ମୁରଲି କାନ୍ଧରେ ପରିବାରର ବୋଝ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଖଦାଳ ପୋଖରୀ ପଞ୍ଚାୟତ ତରଫରାଇପୁର ଗ୍ରାମରେ ରୁହନ୍ତ ମୁରଲିି । ବୟସ ୭୦ ବର୍ଷ । ପରିବାର କହିଲେ ୩ ଜଣ । ଏଭଳି ବାର୍ଦ୍ଧକ୍ୟ ଅବସ୍ଥାରେ ଓଳିଏ ଖାଇଲେ ଆର ଓଳି ଉପବାସ । ଘର ଚାଳ ଆସି ତଳେ ଲାଗିଲାଣି । ଘର ଭିତରକୁ ମୁଣ୍ଡ ନୁଆଇଁ ଯିବାକୁ ପଡୁଥିବା ବେଳେ ଘର ଭିତରେ ଜହ୍ନ ଆଲୋକ ଏବଂ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳୁଛି । ପରିବାରରେ ରୁହନ୍ତି ୫୦ ବର୍ଷର ସ୍ତ୍ରୀ ବୁଧି ଭୋଳ ଏବଂ ପୁଅ ପାଣ୍ଡବ ଭୋଳ ।

ପୁଅ ଅଷ୍ଟମ ଶ୍ରେଣୀରେ ପଢେ । ସ୍ତ୍ରୀ ୬ ମାସ ହେବ ଅଜଣା ରୋଗରେ ପୀଡ଼ିତ । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ଆଧାର କାର୍ଡ ନଥିବାରୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି । ମୁରଲିଙ୍କ ବୟସ ଅଧିକ ହୋଇଥିବାରୁ ସେ କାମ କରିବା ପାଇଁ ଅସମର୍ଥ । ସରକାରୀ ସୁବିଧାରୁ ବଞ୍ଚିତ ତାଙ୍କ ପରିବାର । ସରକାରୀ ବାବୁମାନଙ୍କୁ ଗୁହାରୀ କଲେ ମଧ୍ୟ କିଛି ଫଳ ମିଳୁନାହିଁ । ତେବେ ସରକାରଙ୍କ ଉଚ୍ଚଅଧିକାରୀ ଏ ବିଷୟରେ ତଦନ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ