Masthead

ଅଡିଓ ଟେପ ଜାରି କଲା ମାଓ ସଂଗଠନ

ମାଲକାନଗିରି(ବଡ଼ ଖବର ବ୍ୟୁରୋ): ମାଓ ସଂଗଠନ ପକ୍ଷରୁ ଆଜି ଏକ ଅଡିଓ ଟେପ୍ ଜାରି ହୋଇଛି । ଏହି ଅଡିଓରେ ମାଓନେତା କୈଳାସ କହିଛନ୍ତି ଯେ ସ୍ୱାଭିମାନ ଅଂଚଳରେ ଗତ ୧୩ ତାରିଖରେ ହୋଇଥିବା ଗୁଳିବିନିମୟ ଘଟଣା ସମ୍ପୂର୍ଣ୍ଣ ମିଥ୍ୟା । କମରେଡ ମାଲେସ ଏବଂ ଶାନ୍ତମା ଆଦିବାସୀଙ୍କ ହିତ ପାଇଁ ଲଢ଼ୁଥିବା ବେଳେ ସେମାନଙ୍କୁ ନିର୍ମମ ହତ୍ୟା କରି ପୁଲିସ ଏନକାଂଉଟରର ଆଖ୍ୟା ଦେଇଛି । ମାଓ ସଂଗଠନର ୨ ଜଣଙ୍କୁ ପୁଲିସ ଅଟକ ରଖିଥିବା ସେ ଅଭିଯୋଗ ରଖିଛି । ଏମାନଙ୍କୁ କୋର୍ଟରେ ହାଜର କରିବା ପାଇଁ ସେ ଦାବି କରିଛନ୍ତି । ମାଓ ସଂଗଠନକୁ ଦମନ କରିବା ଆଳରେ ପୁଲିସ ନୀରିହ ଆଦିବାସୀଙ୍କୁ ମାଓବାଦୀ ନାମରେ ମିଥ୍ୟା ଏନକାଉଂଟର କରୁଛି । ସ୍ୱାଭିମାନ ଅଂଚଳର ଖଣି ଖାଦାନ ଏବଂ ବନ୍ୟଜାତ ଦ୍ରବ୍ୟକୁ ଲୁଟ କରୁଥିବା ସରକାରଙ୍କ ବିରୁଧରେ ମାଓ ସଂଗଠନକୁ ଦୁର୍ବଳ କରିବାକୁ ପୁଲିସ ପ୍ରୟାସ କରୁଛି । ଏହି ଏନକାଉଂଟରର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମାଓନେତା କୈଳାସ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ