Masthead

ସାଉଦି ଆରବରେ କରୋନା ଆତଙ୍କ

ବ୍ରିଟେନ୍ ପରେ ଏବେ ସାଉଦି ଆରବକୁ ଘାରିଛି କରୋନା ଭାଇରସର ନୂଆ ଷ୍ଟ୍ରେନ । କୋଭିଡ୍-୧୯ର ଏହି ଷ୍ଟ୍ରେନ୍ ଦ୍ରୁତଗତିରେ ସଂକ୍ରମଣ ହେଉଥିବାରୁ ସାଉଦି ଆରବରୁ ଯିବା ଆସିବା ଉଡାଣ ଉପରେ ପ୍ରତିବନ୍ଧକ ଘୋଷଣା କରାଯାଇଛି । ଦେଶର ଆନ୍ତର୍ଜାତୀୟ ବିମାନ ସମେତ ସଡକପଥ ଓ ଜଳପଥର ସମସ୍ତ ମାର୍ଗ ବନ୍ଦ ରଖାଯାଇଛି । ଏହାସହ ସମସ୍ତ ରାସ୍ତାରେ ଗୋଟିଏ ସପ୍ତାହ ପାଇଁ ପ୍ରବେଶ ନିଷେଧ କରାଯାଇଛି । ସାଉଦି ସରକାରଙ୍କ ପକ୍ଷରୁ କୁହାଯାଇଛି କିଛି ଜରୁରୀକାଳୀନ ଛାଡି ସମସ୍ତ ଆନ୍ତର୍ଜାତୀୟ ବିମାନକୁ ଗୋଟିଏ ସପ୍ତାହ ଯାଏଁ ବନ୍ଦ ରଖାଯାଇଛି । ଯଦି ସ୍ଥିତିରେ କିଛି ପରିବର୍ତ୍ତନ ନହେଲେ ଆହୁରି ସପ୍ତାହେ କଟକଣା ବଢାଇ ଦିଆଯାଇପାରେ । ସଡକ ଓ ସମୁଦ୍ରପଥ ଦେଇ ମଧ୍ୟ ସାଉଦିକୁ ପ୍ରବେଶ କରିହେବ ନାହିଁ । କେବଳ କିଙ୍ଗଡମରେ ଉପସ୍ଥିତ ଥିବା ଅନ୍ତର୍ଜାତୀୟ ବିମାନକୁ ବାହାରକୁ ଯିବାକୁ ଅନୁମତି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି