Before Header

ରାଜ୍ୟରେ ସରକାର ପ୍ରଚ୍ଛଦପଟରୁ ଚାଲିଛି: ପୃଥ୍ୱୀରାଜ

0 56

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ସରକାର ପ୍ରଚ୍ଛଦପଟରୁ ଚାଲିଛି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ପୂର୍ବତନ ମୁଖ୍ୟ ଶାସନ ସଚିବ କଂଗ୍ରେସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେଇଥିବା ମନ୍ତବ୍ୟ ପ୍ରସଙ୍ଗକୁ ସମର୍ଥନ କରି ନିଜର ପ୍ରତିକି୍ରୟା ରଖିଛନ୍ତି । କହିଛନ୍ତି, ବିଜୟ ପଟ୍ଟନାୟକ ଯାହା କହିଛନ୍ତି ତାର ସତ୍ୟତା ଆମେ ପାରିଲିକ୍ଷିତ କରୁଛୁ । ଆଜି ରାଜ୍ୟର ଶାସନ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଚଳାଉ ନାହାନ୍ତି, କିଏ ଚଳାଉଛି କେମିତି ଚଳାଉଛି ଏବଂ ଚାବି କାହା ପାଖରେ ଅଛି ଏ ପ୍ରଶ୍ନର ଉତ୍ତର ବିଜୁ ଜନତା ଦଳ ପାଖରେ ନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନାହିଁ । ସରକାର ପ୍ରଚ୍ଛଦପଟରୁ ଚାଲିଛି ।

Leave A Reply

Your email address will not be published.