Masthead

ଚିନ୍ମୟୀଙ୍କ ବାହାଘର

ଅନୁଗୁଳ(ବଡ଼ ଖବର ବ୍ୟୁରୋ): ଅନୁଗୁଳ ଜିଲ୍ଲା ବୁଢୀ ଠାକୁରାଣୀ ମନ୍ଦିରରେ ଲାଗିରହିଥିଲା ଲୋକଙ୍କ ଗହଳଚହଳ । ବାଟୋଇମାନେ ମଧ୍ୟ ଘଡିଏ ଅଟକି ଯାଇଥିଲେ । ଆବସର ଥିଲା କିନ୍ନର ବାହାଘର । ବବଲୁ ପ୍ରଧାନ କିନ୍ନର ଚିନ୍ମୟୀ ସାମଲଙ୍କ ପାଣିଗ୍ରହଣ କରିଥିଲେ । ଚିନ୍ମୟୀଙ୍କ ସିନ୍ଥିରେ ସିନ୍ଦୂର ଦେବା ବେଳେ ମନ୍ଦିର ପରିସରରେ ଭିନ୍ନ ବାତାବରଣ ସୃଷ୍ଟି ହୋଇଥିଲା ।

ଚିନ୍ମୟୀଙ୍କୁ ପ୍ରଥମେ ବବଲୁ ଏକ ଷ୍ଟେଜ୍ ପ୍ରୋଗ୍ରାମରେ ଦେଖିଥିଲେ । ପରେ ବଢିଥିଲା ସମ୍ପର୍କ । ଏହି ସମ୍ପର୍କ ପରେ ପ୍ରେମରେ ବଦଳି ଯାଇଥିଲା । ଆଉ ସେମାନେ ଜୀବନସାଥୀ ହେବାକୁ ଶପଥ ନେଇଥିଲେ । ବବଲୁ ପ୍ରଧାନଙ୍କ ଘର କଣିହାଁ ବ୍ଲକ ସାନତ୍ରିବିଡ଼ା ଓ ଚିନ୍ମୟୀଙ୍କ ଘର ବଅଁରପାଳ ବ୍ଲକ ବୁଢାପଙ୍କ ଗ୍ରାମରେ । ଏହି ବିବାହ ଉଭୟଙ୍କ ପରିବାର ସହମତିରେ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା