Masthead

ବିରଳ ପ୍ରଜାତିର ମାଛ ଚାଷ

ବାଲିଅନ୍ତା(ବଡ଼ ଖବର ବ୍ୟୁରୋ): ବିରଳ ଜୀବଙ୍କ ସମ୍ପର୍କରେ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ହେଲେ ଏହି ବିରଳ ଜୀବ ଏତେ ସଂଖ୍ୟାରେ ଥାନ୍ତି ନଦେଖିଲେ ବିଶ୍ୱାସ କରି ହେବ ନାହିଁ । ଆମେ କହୁଛୁ ଏକ ବିରଳ ମାଛ ସମ୍ପର୍କରେ । ମାଛ ଚାଷରେ ପଦ୍ମଶ୍ରୀ ପାଇଥିବା ବଟକୃଷ୍ଣ ସାହୁ ତାଙ୍କ ପୋଖରୀରେ ଏହି ବିରଳ ମାଛ ଚାଷ କରିଛନ୍ତି । ଏହି ମାଛର ନାମ କୁମ୍ଭୀରିଆ । ଯାହାର ଇଂରାଜୀ ନାମ କ୍ରୋକୋଡାଇଲ ଫିସ୍ । ବିଶେଷ କରି ଏହି ପ୍ରଜାତିର ମାଛ ମଇଳା ଖାଇଥାନ୍ତି । ଆକ୍ୱାରିୟମରେ ପାଣିକୁ ସ୍ୱଚ୍ଛ ରଖିବା ପାଇଁ ଏହି ମାଛକୁ ଛଡାଯାଇଥାଏ । ଏହି ପ୍ରଜାତିର ମାଛକୁ ଲୋକେ ଖାଇନଥାନ୍ତି । ଅଳ୍ପ ପାଣିରେ ଏହି ମାଛବେଶ ଭଲ ଭାବେ ବଂଚି ପାରେ ବୋଲି ବଟକୃଷ୍ଣ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର