Masthead

ସେୟାର ମାର୍କେଟ ପାଇଁ ଖୁସି ଖବର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ସେୟାର ମାର୍କେଟ ପାଇଁ ଖୁସି ଖବର । ପ୍ରଥମ ଦିନର ଫାଷ୍ଟ ହାୱାରରେ ହିଁ ବମ୍ବେ ଷ୍କକ୍ ଏକ୍ସଚେଞ୍ଜର ୪୩ ଅଙ୍କ ବୃଦ୍ଧି ଘଟିଛି । ଯାହା ଫଳରେ ନେସନାଲ ଷ୍ଟକ୍ ଏକ୍ସଚେଞ୍ଜରେ ନିଫ୍ଟି ୧୫ ଅଙ୍କ ଶୀଘ୍ର ଛୁଇଁବା ସହ ୧୩ ହଜାର ୯୯୬ରେ ଖୋଲିଛି । ୨୦୨୦ରେ ସେୟାର ବଜାର ବହୁତ ମାନ୍ଦା ଦେଇ ଗତି କରୁଥିଲା । ଗତଗର୍ଷ ମଧ୍ୟ ଆଜିର ଦିନରେ ସେନସନରେ ରେକର୍ଡ ଦେଖିବାକୁ ମିଳିଥିଲା । ମହାମାରୀ କରୋନା ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ସେୟାର ବଜାରରେ ପାଖାପାଖି ୪୦ ପ୍ରତିଶତ ତଳକୁ ଖସି ଯାଇଥିଲା ।

ଅନ୍ୟପଟେ ଲକ୍ଡାଉନ୍, ସଟ୍ଡାଉନ୍ ହଟିବା ପରେ ସ୍ଥିତିରେ ସୁଧାର ଆସିବାରେ ଲାଗିଲା । ପ୍ରାୟତଃ ଡିସେମ୍ବର ମାସରେ ପ୍ରତିବର୍ଷ ସେୟାର ବଜାର ଭଲ ଫଳାଫଳ ଦେଖିବାକୁ ମିଳିଥାଏ କିନ୍ତୁ ଏଥର ୩୧ ଡିସେମ୍ବରରେ ସେନସେକ୍ସ ତଳକୁ ଖସିବା ସହ ୨୦୨୦ ବର୍ଷ ଶେଷ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା