Masthead

ସୋରିଷ କ୍ଷେତ ହସୁଛି, ଶୀତ ଆସିଛି

ସିନାପାଲି(ବଡ଼ ଖବର ବ୍ୟୁରୋ): ଶୀତର ଲହରୀରେ ସାରା ନୂଆପଡା ଥରୁଛି । ମନଭରି ଉପଭୋଗ କରିବାର ଏହା ଅଭୁଲା ମୁହୂର୍ତ୍ତ । କୁହୁଡିଆ ସକାଳ ଅଧିବାସୀଙ୍କୁ କରୁଛି ମତୁଆଲା । ସୁନ୍ଦର ସକାଳ ସହ ସୋରିଷ ଫୁଲର ବିସ୍ତିର୍ଣ୍ଣ କ୍ଷେତ । ଗାଁର ଘାସ ଗାଲିଚା ଉପରେ ସଜେଇ ହୋଇଛି କାକର । ଲାଗୁଛି ସତେ ଯେମିତି ନିରୀହ ଅଧିବାସୀଙ୍କୁ ଅଭୁଲା ମୁହୂର୍ତ୍ତର ସୁଯୋଗ ଦେବାକୁ ଶୀତ ନିଜକୁ ପ୍ରସ୍ତୁତ କରି ଆସିଛି । ଶୀତକୁ ବେଶ୍ ନୂଆ ଢଙ୍ଗରେ ସ୍ୱାଗତ କରୁଛନ୍ତି ନୂଆପଡାବାସୀ । ହାତରେ ଚା’ କପ୍ ସହ ମନରେ ଭରି ରହିଛି ଅସୀମ ଆଗ୍ରହ । ସୂର୍ଯ୍ୟ ଉଇଁଲା ମାତ୍ରେ ଗାଁର ଚିତ୍ର ବଦଳିଯାଉଛି । ଲାଗୁଛି ନୂଆ ନୂଆ । ଏହି ଶୀତକୁ ଉପଭୋଗ କରିବା ପାଇଁ ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ଭିଡ ଜମୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ମୋଦିଙ୍କ ବିଦେଶୀ ସାମଗ୍ରୀ ବର୍ଜନ ଅପିଲ 🔴 ‘ଇଟାର ଜବାବ ପଥରେ ଦେବୁ’ 🔴 ବେଆଇନ ବନ୍ଧୁକ ତିଆରି କାରଖାନା ଠାବ 🔴 ଆକ୍ସନ ମୋଡରେ ବିଧାୟକ ପବିତ୍ର ସାଉଁନ୍ତା