Masthead

ଏଲଜିର ରୋଲେବୁଲ ସ୍ମାର୍ଟଫୋନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସୁଛି ଏଲଜିର ନୂଆ ରୋଲେବୁଲ ସ୍ମାର୍ଟଫୋନ । ଯାହାକୁ ଆପଣ ଟାବଲେଟ୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।ଏଲଜିର ଏହି ଫୋନକୁ ଟାଣିବା ଦ୍ୱାରା ଏହା ଟାବଲେଟ୍ ହୁଏ । ଏହି ୟୁନିକ ସ୍ମାର୍ଟଫୋନକୁ ଏଲଜି କମ୍ପାନୀ ଚଳିତ ବର୍ଷ ଲଞ୍ଚ କରିବ । ଏକ୍ସପ୍ଲୋର ପ୍ରୋଜେକ୍ଟ ଅନ୍ତର୍ଗତ ଏହି ରିସାଇଜେବୁଲ ଫୋନ ‘ଓପୋ-ଏକ୍ସ ୨୦୨’ ଭଳି । ଏହି ଫୋନ ଯେପରି ୟୁନିକ ଫିଚର୍ସ ମଧ୍ୟ ସେପରି ୟୁନିକ ରଖାଯାଇଛି । ଯାହା ୟୁଜର୍ସ ମାନଙ୍କୁ ଅଧିକ ଆକୃଷ୍ଟ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ