Masthead

ନନ୍ଦନକାନନକୁ ଆସିବେ ନୂଆ ଜୀବଜନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ଜୀବଜନ୍ତୁ ଆଣିବା ପାଇଁ ମିଜୋରାମ ଗସ୍ତକଲେ ନନ୍ଦନକାନନରୁ ୬ ଜଣିଆ ଟିମ । ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ପୁଣି ଆସିବ ନୂଆ ଜୀବଜନ୍ତୁ । ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ବିରଳ ଜୀବଜନ୍ତୁ ଅଣାଯିବା ପାଇଁ କତୃପକ୍ଷ ଯୋଜନା ରଖିଥିବା ବେଳେ, ନୂତନ ଜୀବଜନ୍ତୁ ଅଣାଯିବା ପାଇଁ ସେଣ୍ଟ୍ରାଲ ଯୁ ଅଥରିଟିଙ୍କ ଗ୍ରୀନ ସିଗନାଲ ମିଳିଛି । ମିଜୋରାମର ଆଇଜଲ ଚିଡିଆଖାନାରୁ ଆସିବେ ୬ଟି ବିରଳ ପ୍ରଜାତିର ୨୨ଟି ଜୀବଜନ୍ତୁ ।

ଏକ ଯୋଡ଼ା ହିମାଳୟ ଭାଲୁ, ଏକ ଯୋଡ଼ା ଜଙ୍ଗଲି ବଳିଆ କୁକୁର, ଆସାମିଜ ଧୂସର କଇଁଛ ତିନି ଯୋଡା, ଆସାମିଜ ମାକାଓ ପକ୍ଷୀ ଏକ ଯୋଡ଼ା, ଆସାମିଜ ସରୁ ଲାଞ୍ଜଯୁକ୍ତ ମାକାଓ ପକ୍ଷୀ ତିନି ଯୋଡ଼ା, ବିରଳ ପ୍ରଜାତିର ନାଲି ମୟୁର ଦୁଇ ଯୋଡ଼ା ଅଣାଯିବ । ଏ ନେଇ ଆଜି ନନ୍ଦନକାନନରୁ ଏକ ୬ ଜଣିଆ ଟିମ ମିଜୋରାମ ଗସ୍ତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି