Masthead

ପ୍ରେମ ପାଇଁ ବାବା ସାଜିଲେ ପ୍ରେମିକ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ପ୍ରେମିକା ଘରକୁ ବାବା ବେଶରେ ଯାଇ ହଟ୍ଟହଟ୍ଟା ହେଲେ ଯୁବକ । ଯାଜପୁର ରୋଡ଼ ଥାନା ଫେରକ୍ରମ କଲୋନିରେ ଘଟିଛି ଏଭଳି ଏକ ଦୁଶ୍ୟ ଯାହା କୌଣସି ଫିଲ୍ମର ଦୃଶ୍ୟଠୁ କମ୍ ନୁହଁ । ପ୍ରେମିକାର ଅନ୍ୟତ୍ର ବାହାଘର ଠିକ୍ ହେବା ପରେ ପ୍ରେମିକା ଘରକୁ ବାବା ବେସରେ ଯାଇ ହଟହଟା ହେଇଛି ପ୍ରେମିକ । ତେବେ ସ୍ଥାନୀୟ ଲୋକ ପ୍ରଥମେ ତାଙ୍କୁ ପିଲା ଚୋର ଭାବି ଧରିବା ପରେ ପୋଲିସର ଜିମା ଦେଇଥିଲେ । ପରେ ପୋଲିସ ପଚରା ଉଚରା କରିବାପରେ ଯୁବକ ଜଣକ ପୋଲିସ ସମ୍ମୁଖରେ ସବୁ କହିଥିବା ଜଣାପଡିଛି । ତେବେ ବାବା ବେଶରେ ଆସିଥିବା ଯୁବକ ଜଣଙ୍କ ଅନୁଗୁଳ ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ପୁଅ ଏବଂ ଝିଅ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପଢନ୍ତି । ସେଠାରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼