Masthead

ଏମଏସଏମ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବାଜିମାରିନେଲା ବାଲୁଗାଁ

ବାଣପୁର(ବଡ଼ ଖବର ବ୍ୟୁରୋ): ସନରାଇଜ କ୍ଲବ ଓଡଗାଁ ଆନୁକୂଲ୍ୟରେ ସ୍ଥାନୀୟ ହାଇସ୍କୁଲ ପଡିଆରେ ମଧୁସୂଦନ ମେମୋରିଆଲ ୨୫ତମ ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଖୋର୍ଦ୍ଧା, ଭୁବନେଶ୍ୱର, ନୟାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ୮ଟି ଦଳ ଯୋଗ ଦେଇଛନ୍ତି । ଉଦଘାଟିତ ମ୍ୟାଚରେ ଏକ ପ୍ରତିଦ୍ୱନ୍ଦ୍ୱିତା ମୂଳକ ମ୍ୟାଚରେ ବାଲୁଗାଁର ଲିଜେଣ୍ଡ ଇଲେଭେନ ବାଣପୁରର ଇଲେଭେନ ଷ୍ଟାରକୁ ହରାଇ ବିଜୟ ହାସଲ କରିଛି । ଉଦ୍ଘାଟନ ଦିବସରେ ସ୍ଥାନୀୟ ସରପଞ୍ଚ ଦୀପକ ପ୍ରଧାନ ମୁଖ୍ୟ ଅତିଥି ଓ ବିଭୁତି ପରିଡା ସମ୍ମାନନୀୟ ଅତିଥି ଭାବେ ମ୍ୟାଚ ଉଦଘାଟନ କରିଥିଲେ । ଖେଳ ପରିଚାଳନା ରଞ୍ଜୀତ ପରିଡା ଓ ପ୍ରଦୀପ ପ୍ରଧାନ କରିଥିଲେ । ସନ୍ସାଇନ କ୍ଳବର କର୍ମକର୍ତ୍ତା ରାମ ପରିଡା, ପ୍ରିୟରଞ୍ଜନ ପ୍ରଧାନ ଓ ସନ୍ତୋଷ ପ୍ରଧାନ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ