Masthead

ମିଳୁଛି ମୁଣ୍ଡ ବିହୀନ ଶବର ଖିଅ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱର ଘାଟିକିଆ ‘ମୁଣ୍ଡବିହୀନ ଶବ’ର ମିଳୁଛି ଖିଅ । ମୃତ ମହିଳା ଜଣକ ଯାଜପୁର ଜିଲ୍ଲା ରମ୍ପା ପଂଚାୟତ ସୁନାମୁହିଁ ଗାଁର ଜଣେ ଠିକାଦାରଙ୍କ ଡ୍ରାଇଭରର ସ୍ତ୍ରୀ ବୋଲି  ଚର୍ଚ୍ଚା ହେଉଛି । ବରୀ ବ୍ଲକ ଅଟିରା ପଂଚାୟତ ବକ୍ସିପାଟଣା ଅନିରୁଦ୍ଧ ଦାସଙ୍କ ଘରେ ସମ୍ପୃକ୍ତ ମହିଳା ସ୍ୱାମୀଙ୍କ ସହ ରହୁଥିଲେ । ମହିଳାଙ୍କ ସ୍ୱାମୀ ରମ୍ପା ପଂଚାୟତ ସୁନାମୁହିଁ ଗାଁର ଶିବ ମହାନ୍ତିଙ୍କ ଡ୍ରାଇଭର ଭାବେ କାମ କରୁଥିଲେ ।

ଘଟଣା ଦିନ ସମ୍ପୃକ୍ତ ଠିକାଦାର ଉଭୟଙ୍କୁ ନେବାକୁ ଆସିଥିଲେ । ଘଟଣାସ୍ଥଳରୁ ମହିଳାଙ୍କ ସ୍ୱାମୀ ଫେରାର ହୋଇଯାଇଥିଲେ । ମାତ୍ର ସମ୍ପୃକ୍ତ ମହିଳାଙ୍କୁ ଠିକାଦାର ନେଇଯାଇଥିଲେ । ପୋଲିସ ଦର୍ଶାଇଥିବା ଫଟୋର ଶାଢୀ ମହିଳା ଘଟଣା ଦିନ ପିନ୍ଧିଥିଲେ ବୋଲି କହିଛନ୍ତି ଗାଁ ଲୋକେ । ତାଙ୍କ ହାତରେ ଥିବା ଟାଟୁକୁ ମଧ୍ୟ ସ୍ଥାନୀୟ ମହିଳାମାନେ ଦେଖିଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି