Masthead

ପ୍ରତିଷ୍ଠା ହେବ ୨୦ଟି ସାଇନ୍ସ ପାର୍କ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭାରେ ଆଜି ଉଠିଛି ସାଇନ୍ସ ପାର୍କ ପ୍ରସଙ୍ଗ । ତେବେ ରାଜ୍ୟରେ ପ୍ରତିଷ୍ଠା ହେବ ୨୦ଟି ସାଇନ୍ସ ପାର୍କ । ସ୍ଥାନୀୟ ପୌରାଞ୍ଚଳ ନେବ ରକ୍ଷଣାବେକ୍ଷଣ ଦାୟିତ୍ୱ । ଗୃହରେ ସୂଚନା ଦେଲେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ପଣ୍ଡା । ରାଜ୍ୟରେ ୩୦ଟି ସାଇନ୍ସ ପାର୍କ ପ୍ରତିଷ୍ଠା ଲାଗି ସରକାର ଯୋଜନା ରଖିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୦ଟି ସାଇନ୍ସ ପାର୍କ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୦ଟି ସାଇନ୍ସପାର୍କ ଖୋଲାଯିବ ବୋଲି ମନ୍ତ୍ରୀ ଅଶୋକ କୁମାର ପଣ୍ଡା କହିଛନ୍ତି । ରାଜ୍ୟର ବାରିପଦା, କେନ୍ଦୁଝର, ଗୋପାଳପୁର ଓ ରାୟଗଡାରେ ସାଇନ୍ସ ପାର୍କ କରିବା ଲାଗି ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ସେହିପରି ରାଉରକେଲା ଓ ବଲାଙ୍ଗିରରେ ସାଇନ୍ସ ପାର୍କ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତା ଛଡା ଭୁବନେଶ୍ୱରରେ ଗୋଟିଏ ସାଇନ୍ସ ପାର୍କ ରହିଛି ବୋଲି କହିଛନ୍ତି ମନ୍ତ୍ରୀ । ଯାହାର ଦାୟିତ୍ୱ ସ୍ଥାନୀୟ ପୌରପାଳିକକୁ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ !