Masthead

ତୁମେ ମୋ ପସନ୍ଦ ନୁହଁ: ଡ୍ରିମଗାର୍ଲ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଡ୍ରିମ ଗାର୍ଲ ହେମା ମାଲିନ । ନାଁ ଯେମିତି ରୁପ ମଧ୍ୟ ସେମିତି । ତାଙ୍କର ଷ୍ଟାଇଲ ଓ ଅଭିନୟରେ ମତୱାଲା ହୁଅନ୍ତି ସମସ୍ତ ଦର୍ଶକ। ତାଙ୍କର ଚୁଲବୁଲି ଅନଦାଜରେ ଖାଲି ଧର୍ମେନ୍ଦ୍ର ନୁହେଁ, ତାଙ୍କ ପ୍ରେମରେ ପୂରା ବି-ଟାଉନ ବି ଉବୁଟୁବୁ ହେଉଥିଲା। ଜିତେନ୍ଦ୍ର ଓ ସଂଜୀବ କୁମାରଙ୍କ ସହ ଅଭିନେତା ରାଜକୁମାର ବି ତାଙ୍କୁ ନିଜ ଜୀବନସାଥୀ କରିବା ପାଇଁ ଜୋରଦାର ପ୍ରୟାସ ଚଳାଇଥିଲେ ।

ଏପରିକି ହେମାଙ୍କ ନିକଟତର ହେବା ପାଇଁ ସେ ୧୯୯୧ରେ ମୁକ୍ତିଲାଭ କରିଥିବା ‘ଲାଲ୍ ପଥରଦ’ ଫିଲ୍ମରୁ ଅଭିନେତ୍ରୀ ବୈଜୟନ୍ତୀମାଳାଙ୍କୁ ହଟାଇ ଦେଇଥିଲେ। ବଡ଼ ପରଦାରେ ମୁକ୍ତିଲାଭ କରିବାଥିବା ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁ ଥିଲା । ଏହା ପରେ ଗୋଟିଏ ଭଲ ଦିନ ଦେଖି ହେମାଙ୍କୁ ପ୍ରେମ ନିବେଦନ କରିଥିଲେ ରାଜକୁମାର। କିନ୍ତୁ ହେମା କ୍ଷଣିକରେ ତାଙ୍କ ପ୍ରସ୍ତାବକୁ ମନା କରିଦେଇଥିଲେ । ସେ ତାଙ୍କର ପସନ୍ଦ ନୁହନ୍ତି ବୋଲି ରୋକଠୋକ୍‌ କହିଥିଲେ ହେମା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ