Masthead

ବେଳାଭୂମି ପାଲଟିଛି କଇଁଛଙ୍କ ଶ୍ମଶାନ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ବେଳାଭୂମି ପାଲଟିଛି କଇଁଛଙ୍କ ଶ୍ମଶାନ । ଅସ୍ତରଙ୍ଗ ବେଳାଭୂମିରେ ଦେଖିବାକୁ ମିଳିଛି କଇଁଛ ମଡକ । କଇଁଛ ସୁରକ୍ଷା ପାଇଁ ଅସ୍ତରଙ୍ଗ ବେଳାଭୂମିରେ ବେତିକ୍ରମ ଯୋଗୁ ଉପୁଜୁଛି ସମସ୍ୟା । ନଭେମ୍ବର ମାସ ଠାରୁ ରାଜ୍ୟ ସରକାରଙ୍କ କଡା କଟକଣା ସତ୍ୱେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ଏଭଳି ସମସ୍ୟା ଦେଖାଦେଉଛି ।

ଅନ୍ୟପଟେ ଟ୍ରଲର ଚଳାଚଳ ପାଇଁ କଟକଣା ଜାରି କରାଯାଇଥିବା ବେଳେ ଅବାଧ ଟ୍ରଲର ଚଳାଚଳ ଏବେବି ସକ୍ରିୟ ରହିଛି । ଯାହା କଇଁଛ ମଡକର ପ୍ରମୁଖ କାରଣ ସାଜିଛି । ଅନୁରୂପ ଭାବେ ବେଳାଭୂମି କଇଁଛ ଅଣ୍ଡାଦାନ ପରେ କୃତ୍ରିମ ବସାରେ ଅଣ୍ଡାରଖି ଛୁଆ ଫୁଟିବା ପାଇଁ ବ୍ୟବସ୍ଥା ରହିଥିଲେ ମଧ୍ୟ୍ୟ ବିଭାଗୀୟ ନିଷ୍କ୍ରିୟତା ଯୋଗୁଁ କଇଁଛ ଅଣ୍ଡା ଗୁଡିକ ବେଳା ଭୂମି ରେ ବିଲୁଆ ଗଧିଆଙ୍କ ଆହାର ପାଲଟିଛି । ଏଥି ସହିତ ବେଳାଭୂମି ପ୍ରଦୂଷିତ ହେଉଛି । ଯଦି ଆଗାମୀ ଦିନରେ କଇଁଛ ସୁରକ୍ଷା ପାଇଁ ପଦକ୍ଷେପ ନିଆ ନ ଯାଏ ଅନେକ କଇଁଛ ମୃତ୍ୟୁ ମୁଖରେ ପଡିବେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ