Masthead

ଶିବରାତ୍ରୀ ପରେ ଚମତ୍କାର: ବୈତରଣୀରୁ ବାହାରିଲେ ମହାଦେବ

ଯାଜପୁର(ବଡ଼ ଖବର ବ୍ୟୁରୋ): ବୈତରଣୀ ନଦୀରୁ ଉଭା ହେଲେ ମହାଦେବ । ଯାଜପୁରର ପ୍ରସିଦ୍ଧ ଶୈବ କ୍ଷେତ୍ର ସିଦେଶ୍ବର ନିକଟସ୍ଥ ବୈତରଣୀ ନଦୀ ପାଣିରେ ଶିବ ଜାଗର ଦିନ ବିଶାଳ ଶିବ ଲିଙ୍ଗ ଦେଖିବାକୁ ପାଇଥିଲେ ସ୍ଥାନୀୟ ବାସୀନ୍ଦା । ସୁଚନା ଅନୁସାରେ, ଜେସିବି ମେସିନ ଦ୍ବାରା ବାଲି ଖୋଳା ସମୟରେ ନଦୀ ପାଣି ଭିତରୁ ଶିବ ଲିଙ୍ଗ ସନ୍ଧାନ ମିଳିଥିଲା । ଆଉ ୪ ଟି ଛୋଟ ପଥର ପାଣି ଭିତରେ ଭାସୁଥିବାର ଦେଖିବାକୁ ମିଳିଥିଲା ।

ଦଶରଥପୁର ବିଡିଓ ଘଟଣାସ୍ଥଳରେ ପହଞ୍ଚି ଏହାର ପୁର୍ନଉଦ୍ଧାର ଲାଗି ଜିଲ୍ଲାପାଳ ଓ ରାଜ୍ୟ ପ୍ରତ୍ନତତ୍ବ ବିଭାଗ କୁ ଜଣାଯିବ ବୋଲି କହିଛନ୍ତିା ଏହି ଶୈବ କ୍ଷେତ୍ର ନିକଟସ୍ଥ ବୈତରଣୀ ନଦୀ ଘାଟ ଅସ୍ଥି ଶଲ୍ୟ ବିସର୍ଜନ ଲାଗି ଶ୍ରେଷ୍ଠ ସ୍ଥାନ ହୋଇଥିବାରୁ ଏଠାରେ ଶିବ ଲିଙ୍ଗ ବାହାରୁଥିବାରୁ ଏହାର ଖନନ ହେବା ଆବଶ୍ୟକ ବୋଲି ସରପଞ୍ଚ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା