Masthead

ଜାଲରେ ପଡ଼ିଲା ବାଲଟ ବକ୍ସ

ନୟାଗଡ (ବଡ଼ ଖବର ବ୍ୟୁରୋ): ପୋଖରୀରେ ମାଛ ଧରିବା ସମୟରେ ଜାଲରେ ପଡ଼ିଲା ବାଲଟ ବକ୍ସ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଗୋତିସାହି ପଞ୍ଚାୟତରେ । ଆଜି ସକାଳୁ ମାଛ ଧରିବାକୁ ଗୋତିସାହର ୭ଜଣ ଯୁବକ ରଜତ ସ୍ୱାଇଁଙ୍କ ଜମିରେ ଥିବା ପୋଖରୀକୁ ଯାଇଥିଲେ । ମାଛ ଧରିବା ସମୟରେ ଜାଲରେ ବାଲଟ ବକ୍ସ ପଡ଼ିଥିଲା । ତେବେ ଯୁବକମାନେ ସଙ୍ଗେସଙ୍ଗେ ଶରଣକୂଳ ଥାନାରେ ଜଣାଇଥିଲେ । ପୋଲିସ ଆସିବାପରେ ବାଲଟ ବକ୍ସକୁ ଖୋଲା ଯାଇଖିଲା, ହେଲେ ବାକ୍ସଟି ସମ୍ପୂର୍ଣ୍ଣ ଖାଲିଥିବା ଦେଖିବାକୁ ମିଳିଛି । ତେବେ କେଉଁଠୁ ଏ ବାଲଟ ବକ୍ସ ଆସିଲା ତାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ । ଗତ ନିର୍ବାଚନ ବେଳର ଏ ବ।ଲଟ ବକ୍ସ ବୋଲି ଅନୁମାନ କରାଯାଉଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି