Masthead

ଅପରାଧ , ଅପରାଧୀ ମଝିରେ ମଧ୍ୟସ୍ଥି ସାଜିଛି ଓୟୋ ରୁମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅପରାଧୀମାନଙ୍କ ସେଫ୍ ଜୋନ ପାଲଟିଛି ଓୟୋ ରୁମ୍ । କେତେବେଳେ ହତ୍ୟାକାଣ୍ଡ ତ କେତେବେଳେ ଦୁଷ୍କର୍ମ । ସାଙ୍ଘାତିକ ଅପରଧ ଘଟାଇବା ପାଇଁ ଓୟୋ ରୁମକୁ ଅତି ସହଜରେ ବାଛୁଛନ୍ତି ଅପରାଧୀ । କେବଳ ହତ୍ୟାକାଣ୍ଡ ଓ ଦୁଷ୍କର୍ମ ନୁହେଁ, ବଡ ବଡ଼ ଡକାୟତି ପାଇଁ ମଧ୍ୟ ଓୟୋ ରୁମରେ ତିଆରି ହେଉଛି ବ୍ଲୁ ପ୍ରିଣ୍ଟ । ବର୍ତ୍ତମାନ ଓୟୋ ରୁମ ଅପରାଧୀଙ୍କ ଅଭୟାରଣ୍ୟ । ଝରଫୁଲ ମୃତ୍ୟୁ ଘଟଣା ହେଉ ବା ଗତ କାଲିର ଅଵିଵେକ ନାୟକ ମର୍ତ୍ୟୁ ଘଟଣା । ଏସବୁରେ ଓୟୋ ରୁମ ସମ୍ପୃକ୍ତି । ଏହାକୁ ନେଇ ନିଶ୍ଚିତ ଭାବରେ ଏକ ପ୍ରଶ୍ନ ବାଛି ସୃଷ୍ଟି ହେଉଛି ।

ସୁରକ୍ଷା ଦୃଷ୍ଟିରୁ ଓୟୋରେ ରହୁଥିବା ସମସ୍ତ ଅତିଥିଙ୍କ ତଥ୍ୟ କାହିଁକି ଯାଞ୍ଚ କରୁନି ପୋଲିସ । ପୋଲିସ ଯାଞ୍ଚ କରୁନି ନା ଓୟୋ କର୍ମଚାରୀ ତଥ୍ୟ ଦେବାରେ କରୁଛନ୍ତି ଚଞ୍ଚକତା । ଏପରିକି ବିନା ପରିଚୟ ପତ୍ରରେ ରୁମ ଦିଆଯିବା ବିଭିନ୍ନ ଜାଗାରେ ଦେଖିବାକୁ ମିଳିଛି । ଯାହାର ଲାଭ ଉଠାଉଛନ୍ତି ପଥଭ୍ରଷ୍ଟ ଯୁବକ ଯୁବତୀ । ସେ ପୋଲିସର ଭୁଲ ହେଉ ବା ଓୟୋ କର୍ମଚାରୀଙ୍କ ଭୁଲ, ଏସବୁ ଭିତରେ ବଳି ପଡୁଛନ୍ତି ଜନତା । ଯାଉଛି ଜୀବନ ଘଟୁଛି ଅନେକ ଅଘଟଣ। ଏସବୁ ଅପରଧକୁ ରୋକିବା ପାଇଁ କେବେ ତତ୍ପରତା ଦେଖାଇବ ପୋଲିସି, କେବେ ଯାଞ୍ଚ କରିବ ଅତିଥିଙ୍କ ପୁରା ତଥ୍ୟ ଓ ଦୃଢ କାର୍ୟ୍ୟାନୁଷ୍ଠାନ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ପ୍ରବଳ ବର୍ଷା! 🔴 ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆଟାକ 🔴 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର, ଗଜେନ୍ଦ୍ର ଦଳେଇ ଗଲେ କୁଆଡେ? 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଆଜିଠୁ ପ୍ରବଳ ବର୍ଷା! 🔴 ୟୁକ୍ରେନ ଉପରେ ଋଷିଆର ସବୁଠୁ ବଡ଼ ଡ୍ରୋନ୍ ଆଟାକ 🔴 କାର୍ଯ୍ୟରତ ସାମ୍ବାଦିକଙ୍କୁ ଅକଥନୀୟ ଅତ୍ୟାଚାର, ଗଜେନ୍ଦ୍ର ଦଳେଇ ଗଲେ କୁଆଡେ? 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ