Masthead

ସେମାନଙ୍କ ପାର୍ଟି ଗୁଣ୍ଡା,ଚୋର ଓ ମିଛରେ ପରିପୂର୍ଣ୍ଣ: ମମତା

କୋଲକାତା(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଦିନକୁ ଦିନ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି । ନେତା-ନେତାଙ୍କ ମଧ୍ୟରେ ବାକ୍ ଯୁନ୍ଧ ଜାରି ରହିଛି । ଶୁକ୍ରବାର ଦିନ ପଶ୍ଚିମ ମେଦିନୀପୁରର ଦେବରାଠାରେ ଏକ ରାଲିରେ ତୃଣମୂଳ କଂଗ୍ରେସର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାରତୀୟ ଜନତା ପାର୍ଟିକୁ ଜୋରଦାର ନିଶାନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଦଙ୍ଗା କରୁଛି, ବିଜେପି ପ୍ରତି ସାବଧାନ ରୁହ। “ମୁଁ ମଧ୍ୟ ଜଣେ ହିନ୍ଦୁ। କିନ୍ତୁ ମୋର ବିଶ୍ୱାସ ମତେ ଘୃଣା ନୁହେଁ, ସହନଶୀଳତା ଏବଂ ପ୍ରେମ ଶିଖାଏ। ସେ କହିଥିଲେ ଯେ ଏହା ଗଣତନ୍ତ୍ର ? ଗଣତନ୍ତ୍ର କ’ଣ ସେମାନେ ଜାଣନ୍ତି କି ?

ବିଜେପି ଉପରେ ଆକ୍ରମଣ ତଥା ତୀବ୍ରତର କରି ମମତା ବାନାର୍ଜୀ କହିଛନ୍ତି- “ସେମାନେ ଏତେ ମନ୍ଦ କାର୍ଯ୍ୟ କରିଛନ୍ତି ଯେ ଦିନେ ସେମାନେ ନିଶ୍ଚିତ ଭାବରେ ଏହାର ମୂଲ୍ୟ ଦେବେ। ସେମାନଙ୍କ ବ୍ୟାଙ୍କ ଆକାଣ୍ଟରେ କେତେ ଟଙ୍କା ଅଛି ଜଣାନ୍ତୁ ତେବେ ସେମାନଙ୍କ ପ୍ରକୃତ ଉଦ୍ଦେଶ୍ୟ ଜଣାପଡିବ। ସେମାନେ ଦଳିତଙ୍କୁ ଶୋଷଶ କରୁଛନ୍ତି,ମହିଳାଙ୍କୁ ଅପମାନ କରୁଛନ୍ତି। ସେମାନେ କୃଷକମାନଙ୍କୁ ଲୁଟ କରନ୍ତି। ସେମାନେ ଦେଶ ବିକ୍ରି କରୁଛନ୍ତି। ସେମାନଙ୍କ ପାର୍ଟିକୁ ଦେଖନ୍ତୁ। ସେମାନଙ୍କ ପାର୍ଟି ଗୁଣ୍ଡା,ଚୋର ଓ ମିଛରେ ପରିପୂର୍ଣ୍ଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ