Masthead

ଟ୍ରେନ ଦୁର୍ଘଟଣାରେ ଚାଲିଗଲା ୩୬ ଜୀବନ

ତାଇୱାନ (ବଡ଼ ଖବର): ତାଇୱାନରେ ଏକ ହାଇସ୍ପିଡ ଟ୍ରେନ ଟନେଲ ଭିତରକୁ ଖସିପଡିଛି । ଏହି ଦୁର୍ଘଟଣାରେ ପ୍ରାୟତ ୩୬ଜଣ ପ୍ରାଣ ହରାଇଥିବା ବେଳେ ୭୦ରୁ ଉଦ୍ଧ୍ୱର୍ ଆହତ ହୋଇଛନ୍ତି । ଏବେବି ଅନେକ ଟନେଲରେ ଫସି ରହିଛନ୍ତି, ତେବେ ମୃତାହତଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ବୁଧବାର ତାଇୱାନର ଏକ ଟ୍ରେନ ୩୫୦ଲୋକଙ୍କୁ ଧରି ତାଇତୁଙ୍ଗ ଅଭିମୁଖେ ଯାତ୍ରା କରିଥିଲା । ପୂର୍ବରୁ ଟନେଲରେ ଠିଆ ହୋଇଥିବା ଏକ ଟ୍ରକକୁ ଯାଇଁ ଟ୍ରେନଟି ଧକ୍କା ଦେଇଥିଲା । ସପ୍ତାହର ଶେଷ ଛୁଟି ସହିତ ତାଇୱାନରେ କବର ସୁଇପିଂ ଡେ ଆରମ୍ଭ ହୋଇଯାଇଛି । ସେଥିପାଇଁ ଲୋକମାନେ ପର୍ଯ୍ୟଟନ ସ୍ଥଳ ଗୁଡିକୁ ବୁଲିବାକୁ ଯାଉଛନ୍ତି । ଦୁର୍ଘଟଣା ଘଟିଥିବା ଟନେଲଟି ଏକ ପର୍ଯ୍ୟଟନ ସ୍ଥଳୀ ଥିଲା । ତେବେ ଏହି ଦୁର୍ଘଟଣାଟି ତାଇୱାନର ଗତ ୪ ଦଶନ୍ଧିର ସବୁଠୁ ବଡ଼ ଦୁର୍ଘଟଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ