Masthead

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ) : ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ତାଙ୍କ ବିରୋଧରେ ୧୦୦ କୋଟିର ବଟି ଆଦାୟ ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବେଶ କିଛିଦିନ ହେବ ଦେଶମୁଖ ଚର୍ଚାରେ ଥିଲେ। ଆଜି ବମ୍ବେ ହାଇକୋର୍ଟ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାର ମାତ୍ର କିଛି ଘଣ୍ଟା ପରେ  ଦେଶମୁଖ ଗୃହମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଦେଶମୁଖ ଟ୍ବିଟ କରି କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପଦରେ ରହିବ। ନୈତିକତା ନୁହେଁ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠ।କରେ ତାଙ୍କର ଏହି ଇସ୍ତଫ। ଗ୍ରହଣ କରିଛନ୍ତି।

କୋର୍ଟଙ୍କ ଏହି ନିଷ୍ପତ୍ତି ଅନୀଲ ଦେଶମୁଖଙ୍କ ଇସ୍ତଫ। ଉପରେ ଚ।ପ ପକ।ଇଥିଲ।। ବିରୋଧୀଦଳ ନେତ। ଦେବେନ୍ଦ୍ର ଫଡନ।ଭିସ୍ ଦେଶମୁଖଙ୍କ ଇସ୍ତଫ। ଦ।ବି କରିଥିଲେ। ଫଡନ।ଭିସ୍ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଠ।କରେ ତ।ଙ୍କ ପଦ ଏବଂ ତ।ଙ୍କ ପରିବ।ରକୁ ନେଇ ପଦକ୍ଷେପ ନେବ। ଉଚିତ୍।

ଏହି ପୃଷ୍ଠଭୂମିରେ ମୁମ୍ବ।ଇର ଏନସିପି ସଭ।ପତି ଶରଦ ପ।ୱ।ରଙ୍କ ବ।ସଭବନରେ ଏନସିପି ନେତ।ଙ୍କ ଏକ  ବୈଠକ ଅନୁଷ୍ଠିତ ହୋଇଥିଲ।। ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ଅଜିତ ପ।ୱ।ର, ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏବଂ ଅନ୍ୟ କେତେକ ବରିଷ୍ଠ ନେତ। ଉପସ୍ଥିତ ଥିଲେ। ଦେଶମୁଖଙ୍କ ଇସ୍ତଫ। ଉପରେ ବୈଠକରେ ନିଷ୍ପତ୍ତି ନିଆଯ।ଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ