Masthead

ମାଓକ୍ୟାମ୍ପରୁ ଆସିଲା ନିଖୋଜ ଯବାନଙ୍କ ପ୍ରଥମ ଫେଟୋ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ବିଜାପୁରରେ ହୋଇଥିବା ନକ୍ସଲଙ୍କ ବର୍ବରକାଣ୍ଡରେ ସହିଦ୍ ହୋଇଥିଲେ ୨୩ ଜଣ ଭାରତୀୟ ଯବାନ । ଏହାସହିତ ଜଣେ ଯବାନଙ୍କୁ ଅଟକ ରଖିଛନ୍ତି ମାଓବାଦୀ । ବର୍ତ୍ତମାନ ନିଖୋଜ ଯବାନଙ୍କ ଫଟୋ ଜାରି କରିଛନ୍ତି ମାଓବାଦୀ । ଏପ୍ରିଲ ୨ ତାରିଖରେ ବିଜାପୁରରେପୋଲିସ ମାଓବାଦୀ କାଣ୍ଡ ପରେ ଅପହୃତ ସିଆରପିଏଫ ଜବାନ ରାକେଶ୍ବର ସିଂ ମନହାସଙ୍କ ସୁସ୍ଥ ଥିବା ଫଟୋ ଆଜି ମାଓବାଦୀ ଗଣମାଧ୍ୟମକୁ ଦେଇ ସେ ସୁସ୍ଥ ଥିବା କହିଛନ୍ତି । ଫଟୋରେ ସେ ସେନା ପୋଷାକରେ ବସିଥିବା ଦେଖିବାକୁ ମିଳିଛି । ତେବେ ସରକାର ଅନୁକୂଳ ବାତାବରଣରେ କଥାବାର୍ତ୍ତା କରିବା ପରେ ତାଙ୍କୁ ଛାଡିବା ନେଇ ମଧ୍ୟ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼